Advertisment

Gold Prices Hit: ଆଜି ସୁନା ଦରରେ ସର୍ବକାଳୀନ ରେକର୍ଡ , ଜାଣନ୍ତୁ କେତେ ବଢ଼ିଲା ଦାମ ?

ଉପର ମୁହାଁ ସୁନା ଦର । ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା । ଏହା ଗତକାଲିଠାରୁ ୩ ହଜାର ୨୭୦ ଟଙ୍କା ଅଧିକ ।

gold

gold Photograph: (OTV)

Advertisment

ଉପର ମୁହାଁ ସୁନା ଦର । ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା । ଏହା ଗତକାଲିଠାରୁ ୩ ହଜାର ୨୭୦ ଟଙ୍କା ଅଧିକ । ଅର୍ଥାତ ୨୪ କ୍ୟାରେଟ ସୁନା ଦର ଦିନକରେ ୩ ହଜାର ୨୭୦ ଟଙ୍କା ବଢ଼ିଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ଭୁବନେଶ୍ବରରେ ଦର ରହିଛି ୧ ଲକ୍ଷ ୨୨ ହଜାର ଟଙ୍କା । ଗତକାଲି ଅପେକ୍ଷା ଆଜି ୩ ହଜାର ଟଙ୍କା ବଢ଼ିଛି ଦର । ଆଜି ସୁନା ଦର ସର୍ବକାଳୀନ ରେକର୍ଡ କରିଛି । 

Advertisment

କାହିଁକି ଏତେ ବଢ଼ୁଛି ସୁନା ଦର ? 
ସୁନାରେ ନିବେଶ ବଢ଼ୁଥିବାରୁ ସୁନାଦର ଆକାଶ ଛୁଆଁ ହେଉଛି
ଡଲାର ମୂଲ୍ୟ ହ୍ରାସ ସୁନା ଦର ବୃଦ୍ଧିର କାରଣ
ଆମେରିକାରେ ସୁଧହାର ହ୍ରାସ ଆକଳନ ପରେ ସୁନାରେ ବଢ଼ିଛି ନିବେଶ
ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ
ଜିଓପଲିଟିକାଲ ଟେନସନ ଓ ଟ୍ରେଡ ୱାର ଯୋଗୁ ସୁନାରେ ବଢ଼ୁଛି ନିବେଶ
ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୁନା କିଣୁଥିବାରୁ ଦର ବଢ଼ୁଛି
ଆସନ୍ତାବର୍ଷ ସୁଧହାର ହ୍ରାସ ନେଇ ଆକଳନ ସୁନା ପ୍ରତି ଆଗ୍ରହ ବଢ଼ାଉଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ