PM Modi Photograph: (OTV)
ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ଥିଲା । ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ନ ଆସିବାକୁ କହିଥିଲି ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଗତକାଲି ପ୍ରଧାନମନ୍ତ୍ରୀ ଲୋକସଭା ନ ଆସିବାକୁ ଏକ ପ୍ରସଙ୍ଗ କରିଥିଲା କଂଗ୍ରେସ। ବିରୋଧୀ କଂଗ୍ରେସର ମହିଳା ସାଂସଦ ପ୍ରଧାନମନ୍ତ୍ରୀଙ୍କ ସିଟ୍ କୁ ଘେରି ରହିବା ସହ ସଂସଦ ଫାଟକରେ ମଧ୍ୟ ଏକାଠି ହୋଇଥିଲେ ।
ଏପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବାଚସ୍ପତି ଓମ ବିର୍ଲା ଯାହା କହିଛନ୍ତି, ଠିକ କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଆସିଥିଲେ କଣ ବି ଘଟିଥାଆନ୍ତା। ଏପଟେ ବାଚସ୍ପତିଙ୍କ ମନ୍ତବ୍ୟକୁ କଂଗ୍ରେସ ସମାଲୋଚନା କରିଛି ।
ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର !
ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ଆକ୍ରମଣ ଷଡ଼ଯନ୍ତ୍ର ଥିଲା କହିଲେ ବାଚସ୍ପତି
ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ନ ଆସିବାକୁ କହିଥିଲି- ଓମ୍ ବିର୍ଲା
କାଲି ପ୍ରଧାନମନ୍ତ୍ରୀ ଲୋକସଭା ନ ଆସିବାକୁ ଏକ ପ୍ରସଙ୍ଗ କରିଥିଲା କଂଗ୍ରେସ
ବିରୋଧୀ କଂଗ୍ରେସର ମହିଳା ସାଂସଦ ପ୍ରଧାନମନ୍ତ୍ରୀଙ୍କ ସିଟ୍ କୁ ଘେରି ରହିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/05/pm-modi-2026-02-05-19-03-32.jpg)