Advertisment

Stone Sculptor Honoured By President: ପଥରରେ ପ୍ରାଣ ଭରିଲେ ଉପେନ୍ଦ୍ର, ରାଷ୍ଟ୍ରପତିଙ୍କ ମନ ଜିତିଲେ

ପଥରରେ ପ୍ରାଣ ଭରିଲେ ଉପେନ୍ଦ୍ର। ରାଷ୍ଟ୍ରପତିଙ୍କ ମନ ଜିତିଲେ ବାଲେଶ୍ୱରର ପଥର ଶିଳ୍ପୀ। ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା ପରେ ଆସିଲା ରାଷ୍ଟ୍ରପତି ଭବନରୁ ଡକରା।

President

President Photograph: (OTV)

Advertisment

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ବାଲେଶ୍ୱରର ପଥର ଶିଳ୍ପୀ ଉପେନ୍ଦ୍ର ବେହେରା। ଗତ ନଭେମ୍ବର ୨୭ ତାରିଖରେ ଲୋକ ଭବନ ସମ୍ମୁଖରେ  ବିଶ୍ୱରୂପ ମୂର୍ତ୍ତି ଉଦ୍ଘାଟନ ହୋଇଥିଲା। ଯାହାକୁ ନିର୍ମାଣ କରିଥିଲେ ଉପେନ୍ଦ୍ର । ଏହାକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ। 

Advertisment

ଏହି ପ୍ରତିମୂର୍ତ୍ତି ରାଷ୍ଟ୍ରପତିଙ୍କୁ ବେଶ ଭଲ ଲାଗିଥିଲା। କିନ୍ତୁ ପ୍ରୋଟକଲ ପାଇଁ ସେତେବେଳେ ରାଷ୍ଟ୍ରପତିଙ୍କୁ ଭେଟି ପାରିନଥିଲେ ଉପେନ୍ଦ୍ର । ଏନେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ପରେ ଡିସେମ୍ବର ୩ରେ ରାଷ୍ଟ୍ରପତି ଭବନରୁ ଡକରା ଆସିଥିଲା। ଆଉ ରାଷ୍ଟ୍ରପତିଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଉପେନ୍ଦ୍ର।

ପଥରରେ ପ୍ରାଣ ଭରିଲେ ଉପେନ୍ଦ୍ର
ରାଷ୍ଟ୍ରପତିଙ୍କ ମନ ଜିତିଲେ ବାଲେଶ୍ୱରର ପଥର ଶିଳ୍ପୀ 
ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା ପରେ ଆସିଲା ରାଷ୍ଟ୍ରପତି ଭବନରୁ ଡକରା
ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କଲେ ଉପେନ୍ଦ୍ର ବେହେରା

Advertisment
President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ