Advertisment

Ashoka Chakra for Shubhanshu Shukla: ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ମିଳିବ ସମ୍ମାନ

ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ହେଉଛି ଅଶୋକ ଚକ୍ର । ଅଶୋକ ଚକ୍ର ସମ୍ମାନ ପାଇଁ ଶୁଭାଂଶୁ ଶୁକ୍ଳାଙ୍କ ନାଁ ଘୋଷଣା ହୋଇଛି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

SUBHANSHU SHUKLA

SUBHANSHU SHUKLA Photograph: (OTV)

Advertisment

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର। ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ୭୦ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ ଗାଲାଣ୍ଟ୍ରି ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ହେଉଛି ଅଶୋକ ଚକ୍ର । ଅଶୋକ ଚକ୍ର ସମ୍ମାନ ପାଇଁ ଶୁଭାଂଶୁ ଶୁକ୍ଳାଙ୍କ ନାଁ ଘୋଷଣା ହୋଇଛି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ସେହିଭଳି ୩ଟି କୀର୍ତ୍ତି ଚକ୍ର, ଗୋଟିଏ ମରଣୋତ୍ତର ସହିତ ୧୩ଟି ଶୌର୍ଯ୍ୟ ଚକ୍ର, ଗୋଟିଏ ବାର୍ ଟୁ ସେନା ମେଡାଲ୍, ୫ଟି ମରଣୋତ୍ତର ସହିତ ୪୪ଟି ସେନା ମେଡାଲ୍, ୨ଟି ବାୟୁସେନା ମେଡାଲ୍ ପ୍ରଦାନ ପାଇଁ ନାଁ ଘୋଷଣା କରାଯାଇଛି ।  ରାଷ୍ଟ୍ରପତି ୩୦୧ ଜଣ କର୍ମଚାରୀଙ୍କୁ ସେନା ସମ୍ମାନ/ସେନା ପଦକ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ଦେଇଛନ୍ତି। 

Advertisment

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର

ଅଶୋକ ଚକ୍ର ସମ୍ମାନ ପାଇଁ ଶୁଭାଂଶୁ ଶୁକ୍ଳାଙ୍କ ନାଁ ଘୋଷଣା
ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ମିଳିବ ସମ୍ମାନ

Shubhanshu Shukla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ