Advertisment

Odisha’s Sattwik Satyakam Devata at No. 100: ଅନୁଜ ଅଗ୍ନିହୋତ୍ରୀ IAS ଟପ୍ପର, ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା

୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା, ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର, ୨୮୫ତମ ସ୍ଥାନରେ ସାଇରମଣ ପାତ୍ର, ୩୪୧ତମ ସ୍ଥାନରେ ବିଶାଲ ପଟ୍ଟନାୟକ ରହିଛନ୍ତି ।

CIVIL-SERVICE-RESULT

CIVIL-SERVICE-RESULT Photograph: (OTV)

Advertisment

ଅନୁଜ ଅଗ୍ନିହୋତ୍ରୀ ଆଇଏଏସ ଟପ୍ପର। ଆଜି ପ୍ରକାଶ ପାଇଛି UPSC ପରୀକ୍ଷା ଫଳ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ UPSC ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବାବେଳେ ଦ୍ୱିତୀୟରେ ରହିଛନ୍ତି ରାଜେଶ୍ୱରୀ ସୁଭେ ଏମ୍ ।

Advertisment

ସେହିଭଳି ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନ୍ ଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଆରୋରା ରହିଛନ୍ତି। ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ୱଳ ପ୍ରିୟଙ୍କ ରହିଛନ୍ତି। 

ସେହିଭଳି ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା, ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର, ୨୮୫ତମ ସ୍ଥାନରେ ସାଇରମଣ ପାତ୍ର, ୩୪୧ତମ ସ୍ଥାନରେ ବିଶାଲ ପଟ୍ଟନାୟକ ରହିଛନ୍ତି । 

Advertisment

ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ

ସର୍ବଭାରତୀୟ ସ୍ତରରେ ଅନୁଜ ଅଗ୍ନିହୋତ୍ରୀ IAS ଟପ୍ପର
ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍ , ତୃତୀୟରେ ଆକାଂଶ ଧୂଲ୍ 
UPSC ପରୀକ୍ଷାରେ ମୋଟ୍ ୯୫୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ
ଚତୁର୍ଥରେ ରାଘବ ଝୁନଝୁନ୍ ୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର
ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ
୮- ପକ୍ଷଲ ସେକ୍ରେଟ୍ରି, ୯- ଆସ୍ଥା ଜୈନ, ୧୦- ଉଜ୍ୱଳ ପ୍ରିୟଙ୍କ
୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା
୧୨୧- ଅମ୍ରିତ ମହାପାତ୍ର, ୨୮୫- ସାଇରମଣ ପାତ୍ର, ୩୪୧- ବିଶାଲ ପଟ୍ଟନାୟକ

Civil Services UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ