Advertisment

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା

କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍‌ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍‌ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍‌ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍‌ରେ ରହିଛି। […]

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା

Pakistan Stock Exchange

Advertisment

କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍‌ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଏହି ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍‌ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍‌ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍‌ରେ ରହିଛି। ଏପରିକି ଅଧିକାଂଶ ଘରୋଇ ବ୍ୟାଙ୍କର ମୁଖ୍ୟାଳୟ(ଅଫିସ୍‌) ସବୁ ଏହି ବିଲ୍ଠିଂରେ ଅଛି।

ତେବେ ଆକ୍ରମଣ ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Advertisment
Pakistan Stock Exchange Gunfight Between Security Forces And Terrorists Pakistan Stock Exchange Building Pakistan Stock Exchange Building Karachi Pakistan Stock Exchange News Terrorists Attack In Pakistan Stock Exchange Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ