Advertisment

ବାରଣାସୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ରଣହୁଙ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ କରିବେ ପ୍ରିୟଙ୍କା। ପରେ ସେ ଏଠାକାର ବିଭିନ୍ନ ମନ୍ଦିର ଓ ଘାଟ ଦର୍ଶନ କରିବେ। ସେପଟେ ବାରଣାସୀର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରଙ୍କୁ ବି ଭେଟିଛନ୍ତି […]

ବାରଣାସୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ରଣହୁଙ୍କାର

priyanka

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି।

Advertisment

ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ କରିବେ ପ୍ରିୟଙ୍କା। ପରେ ସେ ଏଠାକାର ବିଭିନ୍ନ ମନ୍ଦିର ଓ ଘାଟ ଦର୍ଶନ କରିବେ।

ସେପଟେ ବାରଣାସୀର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରଙ୍କୁ ବି ଭେଟିଛନ୍ତି ପ୍ରୟଙ୍କା। ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ପ୍ରିୟଙ୍କା ଦୀର୍ଘ ୧୪୦ କିଲୋମିଟର ରାସ୍ତା ଅତିକ୍ରମ କରିବେ। ଗଙ୍ଗା ଯାତ୍ରାରେ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଛନ୍ତି ପ୍ରିୟଙ୍କା ଗାନ୍ଧି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ