Advertisment

ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଶେରଗଡ଼- ନୀଳଗିରି- ଝାରଙ୍ଗଘାଟି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ମଂଜୁରୀ ଦେଇଛନ୍ତି। ଏଥିପାଇଁ ୧୨୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନୀତିନ ଗଡ଼କରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ପୂର୍ବରୁ ଜାତୀୟ ରାଜପଥ ୧୬ ଓ ୧୮ରେ ଓଭରବ୍ରିଜ ଓ ଅଣ୍ଡରପାସ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଛି। ଆଗାମୀ ଦିନରେ ମଧ୍ୟ ଓଡିଶାର […]

ଅଦ୍ୟତନ ହୋଇଛି
ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

2

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଶେରଗଡ଼- ନୀଳଗିରି- ଝାରଙ୍ଗଘାଟି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ମଂଜୁରୀ ଦେଇଛନ୍ତି।

Advertisment

ଏଥିପାଇଁ ୧୨୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନୀତିନ ଗଡ଼କରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି।

ପୂର୍ବରୁ ଜାତୀୟ ରାଜପଥ ୧୬ ଓ ୧୮ରେ ଓଭରବ୍ରିଜ ଓ ଅଣ୍ଡରପାସ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଛି। ଆଗାମୀ ଦିନରେ ମଧ୍ୟ ଓଡିଶାର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଗଡ଼କାରୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ