Advertisment

୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ଅଛି: ରାହୁଲ୍‌

ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି। ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ […]

୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ଅଛି: ରାହୁଲ୍‌

rahul

Advertisment

ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି।
ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି।

Advertisment

ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ ନପକାଇ ଆଗାମୀ ନିର୍ବାଚନୀ ଇସ୍ତାହାର କାର୍ଯ୍ୟକାରୀ କରାଯିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ