Advertisment

ମରିସସ୍ ସୁପ୍ରିମ୍ କୋର୍ଟର ନୂଆ ବିଲ୍ଡିଂର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଲୋକାର୍ପିତ ହେଲା ମରିସସ ସୁପ୍ରିମକୋର୍ଟର ନୂଆ କୋଠା। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଏହି ନୂଆ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ନୂଆଦିଲ୍ଲୀରୁ ଏହାର ଲୋକାର୍ପଣ କରିଥିବାବେଳେ ମରିସସ ପ୍ରଧାନମନ୍ତ୍ରୀ ପୋର୍ଟ ଲୁଇସରେ ରହିଥିଲେ। ପୋର୍ଟ ଲୁଇସରେ ନିର୍ମିତ ସୁପ୍ରିମକୋର୍ଟ ବିଲଡିଂ ପାଇଁ ଭାରତ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୬ରେ ଭାରତ ପକ୍ଷରୁ ଭିତ୍ତିଭୂମିର ବିକାଶ ପାଇଁ ମରିସସକୁ […]

ମରିସସ୍ ସୁପ୍ରିମ୍ କୋର୍ଟର ନୂଆ ବିଲ୍ଡିଂର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

modi

Advertisment

ନୂଆଦିଲ୍ଲୀ: ଲୋକାର୍ପିତ ହେଲା ମରିସସ ସୁପ୍ରିମକୋର୍ଟର ନୂଆ କୋଠା। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଏହି ନୂଆ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ନୂଆଦିଲ୍ଲୀରୁ ଏହାର ଲୋକାର୍ପଣ କରିଥିବାବେଳେ ମରିସସ ପ୍ରଧାନମନ୍ତ୍ରୀ ପୋର୍ଟ ଲୁଇସରେ ରହିଥିଲେ।

Advertisment

ପୋର୍ଟ ଲୁଇସରେ ନିର୍ମିତ ସୁପ୍ରିମକୋର୍ଟ ବିଲଡିଂ ପାଇଁ ଭାରତ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୬ରେ ଭାରତ ପକ୍ଷରୁ ଭିତ୍ତିଭୂମିର ବିକାଶ ପାଇଁ ମରିସସକୁ ୩୫୩ ମିଲିଅନ ଡଲାର ଦେଇଥିଲା। ଏଥିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିଛି।

ମରିସସ ଆରବ ସାଗରୀୟ ଦେଶ ମାଳଦ୍ୱୀପ, ଶ୍ରୀଲଙ୍କା ଓ ମରିସସ୍ ସହ ସଂପର୍କ ବୃଦ୍ଧିକୁ ଭାରତ ପ୍ରାଧାନ୍ୟ ଦେବା ସହ ଏହି ଦେଶରେ ଭିତ୍ତିଭୂମି ନିର୍ମାଣ ଲାଗି ଆର୍ଥିକ ସହାୟତା ଦେଇ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ