Advertisment

ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍‌ଡିଏ ସପକ୍ଷରେ ଯିବ। ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ। ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, […]

ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ

0o

Advertisment

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍‌ଡିଏ ସପକ୍ଷରେ ଯିବ। ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ।

Advertisment

ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, କେନ୍ଦ୍ରରେ କ୍ଷମତାସୀନ ଥିବା ଏକ ସଂଖ୍ୟାଗରିଷ୍ଠ ସରକାର ଆହୁରି ଅଧିକ ଆସନରେ ବିଜୟ ସହ ପୁଣି କ୍ଷମତାକୁ ଫେରିବାକୁ ଯାଉଛି।  ପ୍ରତିଟି ଉତ୍ଥା‌ନ ଓ ପତନରେ, ପ୍ରତିଟି ସମସ୍ୟାରେ ଦେଶ ଆମ ପାଖରେ ଛିଡ଼ା ହୋଇଛି।”

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ