Advertisment

ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍‌ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନରେ ଏକ ବିବାହରେ ଦୁଲ୍‌ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ‌ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓରେ […]

ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

wedding

Advertisment

ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍‌ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ପାକିସ୍ତାନରେ ଏକ ବିବାହରେ ଦୁଲ୍‌ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ‌ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ଦୁଲ୍‌ହା ଓ ଦୁଲ୍‌ହନ ଷ୍ଟେଜ ଉପରେ ବସିଛନ୍ତି। ଏହି ସମୟରେ ଜଣେ ମହିଳା ଷ୍ଟେଜ୍‌ ଉପରକୁ ଆସି ଦୁଲ୍‌ହାକୁ ବିବାହର ଶୁଭକାମନା ଜଣାଇବା ସହ ତାଙ୍କୁ AK-47 ରାଇଫଲ୍ ଗିଫ୍ଟ ଭାବେ ପ୍ରଦାନ କରୁଛନ୍ତି। ଦୁଲ୍‌ହା ମଧ୍ୟ ହାତରେ  AK-47 ରାଇଫଲ୍ ଧରି ମହିଳାଙ୍କ ସହ ହସିହସି ଫଟୋ ପୋଜ୍‌ ଦେଉଛନ୍ତି। ଏପରିକି ସେଠାରେ ଉପସ୍ଥିତ ଅତିଥିମାନେ ଏହି ସମୟରେ ହୋହଲ୍ଲା କରୁଥିବା ଶୁଣିବାକୁ ମିଳୁଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ