Advertisment

ଟିଡିପି ସାଂସଦଙ୍କ ଘରେ ଆୟକର ବିଭାଗର ରେଡ୍‌

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିଡିପି ସଦସ୍ୟମାନେ ବିଜୟୱାଡାରେ ଅନଶନରେ ବସିଛନ୍ତି। ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ପୁଲିସ୍‌ କର୍ମଚାରୀ ରମେଶଙ୍କ ଘରେ ଛାନଭିନ୍ କରିଥିଲେ। ଆୟକର ବିଭାଗର ଚଢ଼ଉକୁ […]

ଟିଡିପି ସାଂସଦଙ୍କ ଘରେ ଆୟକର ବିଭାଗର ରେଡ୍‌

ramesh

Advertisment

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିଡିପି ସଦସ୍ୟମାନେ ବିଜୟୱାଡାରେ ଅନଶନରେ ବସିଛନ୍ତି।
publive-imageଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ପୁଲିସ୍‌ କର୍ମଚାରୀ ରମେଶଙ୍କ ଘରେ ଛାନଭିନ୍ କରିଥିଲେ। ଆୟକର ବିଭାଗର ଚଢ଼ଉକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ଏହା ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ଭୟାବହ ପରିଣାମ ଭୋଗିବାକୁ ପଡ଼ିବ ବୋଲି ନାଇଡ଼ୁ ଚେତାବନୀ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ