ଅଦ୍ୟତନ ହୋଇଛି
aircraft
Advertisment
ନୂଆଦିଲ୍ଲୀ: ସମୁଦ୍ର ମଝିରେ ଭାରତୀୟ ନୌସେନାର ଟ୍ରେନର ଏୟାରକ୍ରାଫ୍ଟ MiG-29K କେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟା ୫ଟାରେ ଆରବ ସାଗର ଉପରେ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା।
Advertisment
ତେବେ ଜଣେ ପାଇଲଟଙ୍କୁ ଉଦ୍ଧାର କରା ଯାଇଥିବାବେଳେ ଅନ୍ୟ ଜଣେ ପାଇଲଟ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ନୌସେନାର ବିକ୍ରମାଦିତ୍ୟରେ ସାମିଲ ହୋଇଥିବା ମିଗ୍ ୨୯କେ ବିମାନ ଗତକାଲି ଅଭ୍ୟାସ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aircraft_1625073813.jpg)