Advertisment

ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍‌କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ  ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ […]

ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

modi

Advertisment

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍‌କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି।

Advertisment

publive-imageପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ  ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ଡିଏମକେକୁ ଭର୍ସନା କରିବା ସହ ମଜବୁର ନୁହେଁ ମଜଭୂତ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍‌ ଦେବାକୁ ସେ ଅପିଲ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ