modi
Advertisment
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମରୋହାରେ ଏକ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ସାରା ବିଶ୍ୱରେ ଯେତେବେଳେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି, ଏଠାରେ କିଛି ଲୋକ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି।
Advertisment
ତେଣୁ ଆଗାମୀ ନିର୍ବାଚନରେ ଏଭଳି ଲୋକଙ୍କୁ ଉଚିତ ଜବାବ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ସେହିଭଳି ଗତ ୫ ବର୍ଷରେ ବିସ୍ଫୋରଣ ହ୍ରାସ ପାଇଥିବା କଥା ମଧ୍ୟ ମୋଦି ଉଠାଇଥିଲେ। ଭାରତ ଏବେ ଏକ ଶକ୍ତି ଭାବେ ଉଭା ହେଉଛି ଏବଂ ସାରା ବିଶ୍ୱ ଏହାକୁ ସମ୍ମାନ ଦେଉଛି ବୋଲି ମୋଦି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-1_1626341194.jpg)