Advertisment

କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା। ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ […]

କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

delhi metro

Advertisment

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା।

Advertisment

ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ ପାସ୍ ବ୍ୟବସ୍ଥା ବି କରାଯାଇଛି।

ତେବେ ପ୍ରତି ରବିବାର ମେଟ୍ରୋ ଟ୍ରେନ୍ ଚଳାଚଳ ବନ୍ଦ ରହିବା ସହ ଟ୍ରେନ୍ ଭିତର ବିଶୋଧନ କରାଯିବ ବୋଲି ସୂଚନା ମିଳିଛି। ଗତ ମାର୍ଚ୍ଚ ମାସ ୨୩ ତାରିଖରୁ କରୋନା ସଂକ୍ରମଣ କାରଣରୁ ମେଟ୍ରୋ ଟ୍ରେନ୍ ଚଳାଚଳ ବନ୍ଦ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ