11
Advertisment
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତାଦାନ ଚାଲିଛି। ମତଦାନ ବେଳେ ବିଭିନ୍ନ ଆଡୁ ଅପ୍ରିତିକର ଘଟଣାର ଖବର ବି ଆସୁଛି।
Advertisment
ସାମାନ୍ୟ କଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସୁଲତାନପୁରରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି ଏବଂ ସମାଜବାଦୀ ପାର୍ଟି- ବହୁଜନ ସମାଜବାଦୀ ପାର୍ଟି ମେଣ୍ଟ ପ୍ରାର୍ଥୀ ସୋନୁ ସିଂଙ୍କ ମଧ୍ୟରେ ବଚସା ହୋଇଛି।
ସୋନୁଙ୍କ ସମର୍ଥକ ଭୋଟରଙ୍କୁ ଧମକାଉଥିବା ମାନେକା ଅଭିଯୋଗ ଆଣିଛନ୍ତି। ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/11-3_1626429758.jpg)