Advertisment

ଇଭିଏମ୍‌କୁ ନେଇ ବର୍ଷିଲେ ମମତା, କହିଲେ, ବାଲଟ୍‌ ବକ୍ସର ଦିନ ଫେରି ଆସିବା ଉଚିତ୍‌

Mକୋଲକାତା:୨୦୨୧ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସହିଦ ଦିବସରେ ସେ ଏହି କାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋଲକାତାରେ ଟିଏମ୍‌ସି  ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ  ମମତା ଦଳୀୟ କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଇଭିଏମକୁ ବିରୋଧ କରିବା ସହ ପୁଣି ଥରେ ବାଲାଡ ବକ୍ସର ଦିନ ଫେରି ଆସିବା ଉଚିତ୍‌ ବୋଲି କହିଛନ୍ତି। […]

ଇଭିଏମ୍‌କୁ ନେଇ ବର୍ଷିଲେ ମମତା, କହିଲେ, ବାଲଟ୍‌ ବକ୍ସର ଦିନ ଫେରି ଆସିବା ଉଚିତ୍‌

cccccccc

Advertisment

Mକୋଲକାତା:୨୦୨୧ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସହିଦ ଦିବସରେ ସେ ଏହି କାମର ଶୁଭାରମ୍ଭ କରିଛନ୍ତି।

Advertisment

ଏହି ଅବସରରେ କୋଲକାତାରେ ଟିଏମ୍‌ସି  ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ  ମମତା ଦଳୀୟ କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଇଭିଏମକୁ ବିରୋଧ କରିବା ସହ ପୁଣି ଥରେ ବାଲାଡ ବକ୍ସର ଦିନ ଫେରି ଆସିବା ଉଚିତ୍‌ ବୋଲି କହିଛନ୍ତି।

୧୯୯୩ ଆଜିର ଦିନରେ ମମତାଙ୍କ ଏକ ରାଲିରେ ୧୩ ଜଣ ଯୁବକର୍ମୀ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ।  ସେହି କର୍ମୀଙ୍କ ସ୍ମୃତିରେ ଦଳ ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି । ତେବେ ମମତାଙ୍କ ଏହି ଶୋଭାଯାତ୍ରାକୁ ବିଜେପି ସର୍କସ ବୋଲି ଅଭିହିତ କରିଛି । ଟିଏମ୍‌ସି ନେତାମାନେ ରାଲିରେ ଯୋଗଦେବା ପୂର୍ବରୁ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଫେରାଇବା ଉଚିତ ବୋଲି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ