Advertisment

ଖସି ପଳାଇଥିବା ଆତଙ୍କୀ ନିହତ

ଶ୍ରୀନଗର: ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ଓ ୬ବର୍ଷ ଶିଶୁକୁ ହତ୍ୟା କରିଥିବା ଆତଙ୍କବାଦୀ(ଜାହିଦ ଡାସ) ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପୋଲିସ ଏହି ସୂଚନା ଦେଇଛି। #Killer of JKP & CRPF personnel at #Bijbehara #Anantnag and one 6 years old boy, #terrorist Zahid Daas killed in yesterday’s […]

ଖସି ପଳାଇଥିବା ଆତଙ୍କୀ ନିହତ

atanki

Advertisment

ଶ୍ରୀନଗର: ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ଓ ୬ବର୍ଷ ଶିଶୁକୁ ହତ୍ୟା କରିଥିବା ଆତଙ୍କବାଦୀ(ଜାହିଦ ଡାସ) ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପୋଲିସ ଏହି ସୂଚନା ଦେଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗରର ମାଲବାଗ ଅଞ୍ଚଳରେ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ ଏବଂ CRPF ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା, ଯେଉଁଥିରେ କୁଖ୍ୟାତ ଆତଙ୍କୀ ଜାହିଦ ଡାସ ପ୍ରାଣ ହରାଇଥିଲା।

Advertisment

କାଶ୍ମୀରର ଆଇଜିପି କହିଛନ୍ତି ଯେ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ଜାମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫ୍‌ (CRPF) ମିଳିତ ଭାବେ ଏକ ବଡ଼ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ