Advertisment

ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI

ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ। ଇସଲମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଛନ୍ତି। #WATCH Islamabad: […]

ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI

pakistan

Advertisment

ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ।

Advertisment

ଇସଲମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଛନ୍ତି।

Advertisment

କାର୍ ଯେତେ ଖୀପ୍ର ବେଗରେ ଯାଉଛି ସେତେ ଶ୍ରୀଘ୍ର ଯାଉଛନ୍ତି ଏଜେଣ୍ଡ। ନିଜ ମୁହଁ ଲୁଚାଇବାକୁ ହେଲମେଟ୍‌ରେ କାଚ୍ ବି ଦେଇ ଦେଉଛନ୍ତି ଏଜେଣ୍ଡ ଜଣକ। ଏହିସବୁ ଦୃଶ୍ୟର ଭିଡିଓରେ ଦେଖାଯାଉଛି। ପୂର୍ବରୁ ବହୁବାର ISIର ସନ୍ଦେହଜନକ ଗତିବଧି ନେଇ ଭାରତ ଅଭିଯୋଗ କରିଛି। ଯାହାର ଠୋସ୍ ପ୍ରମାଣ ହେଉଛି ଏହି ଭିଡିଓ।

ଗତ ସପ୍ତାହରେ ଭାରତରେ ଗୁପ୍ତଚରୀ କରୁଥିବା ଦୁଇ ପାକିସ୍ତାନ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା ପରେ ଏମାନଙ୍କୁ ପାକିସ୍ତାନ ପଠାଯାଇଥିଲା। ଏମାନଙ୍କ ISI ଲିଙ୍କ୍ ଥିବା ଘଟଣା ବି ସାମ୍ନାକୁ ଆସିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ