Advertisment

ନାଇଜେରିଆରେ ଜଳଦସ୍ୟୁଙ୍କ ଦ୍ୱାରା ୫ ଭାରତୀୟ ନାବିକ ଅପହୃତ

ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। […]

ନାଇଜେରିଆରେ ଜଳଦସ୍ୟୁଙ୍କ ଦ୍ୱାରା ୫ ଭାରତୀୟ ନାବିକ ଅପହୃତ

15

Advertisment

ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। ସେଥିରେ ୫ଜଣ ଭାରତୀୟଙ୍କ ସହ ମୋଟ ୧୫ଜଣ କର୍ମଚାରୀ ଥିଲେ।

ଏନେଇ ନିଖୋଜ ନାବିକଙ୍କ ପରିବାରବର୍ଗ ଜାହାଜ ମାଲିକ, କମ୍ପାନୀ, ଏଜେଣ୍ଟଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଛି।  ହେଲେ ସେମାନଙ୍କର କୌଣସି ଖୋଜଖବର ମିଳୁନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ