Advertisment

UNHRC ବୈଠକରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍‌ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’ ଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର […]

UNHRC ବୈଠକରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା

jati

Advertisment

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍‌ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’

Advertisment

publive-imageଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର ମଧ୍ୟ କରୁଥିବା କୁମାମ କହିଛନ୍ତି। ପାକିସ୍ତାନ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ ବନ୍ଦ କରୁ ବୋଲି ବୈଠକରେ ସେ ଆହ୍ୱାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ