Advertisment

ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍‌ ସହ ଆଲୋଚନା

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି। ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ସମ୍ପର୍କରେ ଚୀନ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଏଥିସହ ଚୀନ ପକ୍ଷରୁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ୍‌ […]

ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍‌ ସହ ଆଲୋଚନା

masood

Advertisment

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି।

Advertisment

ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ସମ୍ପର୍କରେ ଚୀନ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଏଥିସହ ଚୀନ ପକ୍ଷରୁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି ସ୍ୱୀକାର କରାଯାଇଛି। ତେଣୁ ମାସୁଦକୁ ଆତଙ୍କବାଦୀ ଘୋଷଣା ଉପରେ ଭାରତ ପକ୍ଷରୁ ପ୍ରୟାସ ଜାରି ରହିଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଜାତିସଂଘରେ ପ୍ରସ୍ତାବକୁ ଚୀନ ଭିଟୋ ପ୍ରୟୋଗ କରି ଅଗ୍ରାହ୍ୟ କରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ