Advertisment

୨୦୨୧ ଶେଷ ସୁଦ୍ଧା ଏତିକି ବଢିପାରେ ସୁନା ଦର !

ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ।  ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ […]

୨୦୨୧ ଶେଷ ସୁଦ୍ଧା ଏତିକି ବଢିପାରେ ସୁନା ଦର !

gold

Advertisment

ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ। 

Advertisment

ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ ଟଙ୍କା।

ସାରା ବିଶ୍ୱରେ କରୋନା ଯୋଗୁ ଶେଆର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛିଫଳରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିବେଶକମାନେ ସୁରକ୍ଷିତ ନିବେଶକକୁ ଦୃଷ୍ଟିରେ ରଖି ସୁନାରେ ଇନଭେଷ୍ଟମେଣ୍ଟ ବୃଦ୍ଧି କରିଛନ୍ତି। ଫଳରେ ସୁନାର ଚାହିଦା ବୃଦ୍ଧି ପାଇଛି

Advertisment

ସୂଚନାଥାଉ କି, ଏପ୍ରିଲ ୭ ରେ ଡୋମେଷ୍ଟିକ ଫ୍ୟୁଚରସ ମାର୍କେଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ  ୪୫,୭୨୦ ରେ ପହଞ୍ଚିଥିଲା ତେବେ ବିଶ୍ଳେଷକମାନେ ଆକଳନ କରିଛନ୍ତି, ଜୁନ ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାରରେ ପହଞ୍ଚିପାରେ

Gold Price In India Gold Price Today In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ