Advertisment

ଭୟଙ୍କର ଦୁର୍ଘଟଣା, ଭୁଶୁଡ଼ି ପଡ଼ିଲା ୫ ମହଲା ବିଲ୍ଡିଂ, ୭୦ରୁ ଅଧିକ ଫସିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ବଡ଼ ଦୁର୍ଘଟଣା। ସୋମବାର ସନ୍ଧ୍ୟାରେ ରାଇଗଡ଼ ଜିଲ୍ଲାର ମହାଡରେ ଏକ ୫ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୦୦ଜଣ ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଖାପାଖି ସନ୍ଧ୍ୟା ୭ଟା ବେଳେ ବିଲ୍ଡିଂ ଭୁଶୁଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ଏବଂ ଏନଡିଆରଏଫ୍‌ ଟିମ୍ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ […]

ଅଦ୍ୟତନ ହୋଇଛି
ଭୟଙ୍କର ଦୁର୍ଘଟଣା, ଭୁଶୁଡ଼ି ପଡ଼ିଲା ୫ ମହଲା ବିଲ୍ଡିଂ, ୭୦ରୁ ଅଧିକ ଫସିଥିବା ଆଶଙ୍କା

buliidn

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ବଡ଼ ଦୁର୍ଘଟଣା। ସୋମବାର ସନ୍ଧ୍ୟାରେ ରାଇଗଡ଼ ଜିଲ୍ଲାର ମହାଡରେ ଏକ ୫ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୦୦ଜଣ ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ପାଖାପାଖି ସନ୍ଧ୍ୟା ୭ଟା ବେଳେ ବିଲ୍ଡିଂ ଭୁଶୁଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ଏବଂ ଏନଡିଆରଏଫ୍‌ ଟିମ୍ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଲୋକ ଆହତ ହୋଇଥିବାର ଆଶଙ୍କା କରାଯାଉଛି। ବିଲ୍ଡିଂଟି ୬ ବର୍ଷ ତଳର ହୋଇଥିବା କୁହାଯାଉଛି।

ଭୁଶୁଡ଼ିଥିବା ଏହି ବିଲ୍ଡିଂରେ ମୋଟ ୪୦ ପରିବାର ରହୁଥିଲେ, ଯେଉଁଥିରୁ ୨୫ ପରିବାରକୁ ଉଦ୍ଧାର କରାଯାଇଥିବା ବେଳେ ୧୫ ପରିବାର ଏବେବି ବିଲ୍ଡିଂ ତଳେ ଚାପି ହୋଇ ରହିଥିବାର ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ