pm
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଅଗ୍ନିକାଣ୍ଡ। ୯ ଲୋକ କଲ୍ୟାଣ ମାର୍ଗରେ ଥିବା SPG ରିସେପ୍ସନ ଅଞ୍ଚଳରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଅଗ୍ନିକାଣ୍ଡ ଘଟିଛି।
ନିଆଁଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ତେବେ ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା ଏବଂ ବିଦ୍ୟୁତ୍ ସଟ୍ ସର୍କିଟ୍ରୁ ନିଆଁ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଟ୍ୱିଟ୍ରେ ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ କି ଅଫିସ୍ ଏରିଆ ନୁହେଁ, ବରଂ LKM କମ୍ପ୍ଲେକ୍ସରେ ଥିବା SPG ରିସେପ୍ସନ ଏରିଆରେ ଏହି ନିଆଁ ଲାଗିଥିଲା ଏବଂ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।
.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm1_1626688596.jpg)