jawan
Advertisment
ରାୟପୁର: ଛତିଶଗଡ଼ର ସାଲେଗାଟ ଅଞ୍ଚଳର ମାଓବାଦୀ ଆକ୍ରମଣରେ ଆଜି ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ସାଲେଗାଟ ଅଞ୍ଚଳରେ ସିଆର୍ପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳବିନିମୟ ଜାରି ରହିଛି।
Advertisment
୨୧୧ ବାଟାଲିଅନ୍ କୋମାଣ୍ଡେଣ୍ଟ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଜାରି ରଖିଛନ୍ତି। ଗତକାଲି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୪ଜଣ ବିଏସଏଫ୍ ଯବାନ ସହିଦ ହୋଇଥିଲେ। ବିଏସଏଫ୍ର ୧୧୪ ବାଟାଲିୟନର ଯବାନମାନେ ନିୟମିତ ପାଟ୍ରୋଲିଂରେ ଯାଉଥିବା ବେଳେ ମାଓବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jawan_1626341222.jpg)