congress
Advertisment
ନୂଆଦିଲ୍ଲୀ: ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଥିମ୍ ସଙ୍ଗ୍ ଜାରି କରିଛି। ଏଥିରେ ସର୍ବନିମ୍ନ ଆୟ ଯୋଜନା ବା ନ୍ୟାୟଠାରୁ ଆରମ୍ଭ କରି ବିମୁଦ୍ରାକରଣ, ବେରୋଜଗାର, ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚା କରାଯାଇଛି।
Advertisment
ଏକ ନୂଆ ହିନ୍ଦୁସ୍ଥାନ ଗଠନ କରିବା ପାଇଁ ରାହୁଲଙ୍କୁ ବାଛିବାକୁ ଭିଡିଓରେ ବାର୍ତ୍ତା ଦିଇାଯାଇଛି। ଏହାସହ ଏହି ଭିଡିଓରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/congress-6_1626341727.jpg)