Advertisment

CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି

ନୂଆଦିଲ୍ଲୀ :  CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି। ଟାବୁଲେସନ ଡେଡଲାଇନକୁ ଜୁନ୍ ୩୦ ତାରିଖକୁ ବୃଦ୍ଧି କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍-ସଟଡାଉନ୍ କଟକଣାକୁ ଦେଖି…

ଅଦ୍ୟତନ ହୋଇଛି
CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି

cbse exams

Advertisment

ନୂଆଦିଲ୍ଲୀ :  CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି। ଟାବୁଲେସନ ଡେଡଲାଇନକୁ ଜୁନ୍ ୩୦ ତାରିଖକୁ ବୃଦ୍ଧି କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍-ସଟଡାଉନ୍ କଟକଣାକୁ ଦେଖି ଦଶମ ଶ୍ରେଣୀ ମାର୍କ ପାଇଁ CBSEର ଟାବୁଲେସନ ଅବଧିକୁ ବଢାଇ ଦିଆଯାଇଛି। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

ଏପଟେ ସିବିିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ଦେଶବ୍ୟାପୀ ତେଜିଲା ଦାବି। ସାରା ଦେଶରେ କରୋନା ସଂକ୍ରମଣ ଦୃଷ୍ଟିରୁ ୨୦୨୧ ବର୍ଷ ଲାଗି ହେବାକୁ ଥିବା ଏହି ପରୀକ୍ଷାକୁ ବାତିଲ କରିବା ଲାଗି ଅଭିଭାବକ, ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ସିବିଏସ ନିକଟରେ ଆବେଦନ ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ