Advertisment

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ। ସେ ଆହୁରି କହିଛନ୍ତି, ମାଲ୍‌ ପରିବହନ ସୁଗମ ପାଇଁ ରେଲ୍‌ୱେରେ […]

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

national highway

Advertisment

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ।

Advertisment

ସେ ଆହୁରି କହିଛନ୍ତି, ମାଲ୍‌ ପରିବହନ ସୁଗମ ପାଇଁ ରେଲ୍‌ୱେରେ ସ୍ୱତନ୍ତ୍ର ଫ୍ରେଟ୍ କରିଡର ହେବ। ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ୍‌ କରିଡର ସଂପୂର୍ଣ୍ଣ କରାଯିବ। ଏହାସହ ଆଉ ୩ଟି ରେଳ ଫ୍ରେଟ୍‌ କରିଡର ପାଇଁ ବଜେଟ୍‌ରେ ଘୋଷଣା ହୋଇଛି।

ଖଡ଼ଗପୁରରୁ ବିଜୟୱାଡା ଇଷ୍ଟକୋଷ୍ଟ କରିଡ଼ର ହେବ। ଏହାସହ ଇଷ୍ଟ-ୱେଷ୍ଟ୍‌ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ପଢନ୍ତୁ : ସ୍ୱାସ୍ଥ୍ୟ କ୍ଷେତ୍ରରେ ୬୪, ୧୮୦ କୋଟିର ବ୍ୟୟବରାଦ

Union Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ