Advertisment

ମୋଦିଙ୍କ ଶୁଭ ମନାସି ହନୁମାନଙ୍କୁ ଦାନ କଲେ ସୁନା ମୁକୁଟ

ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ କାମନା ମନାସୁଛି। ଏହି  ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ […]

ମୋଦିଙ୍କ ଶୁଭ ମନାସି ହନୁମାନଙ୍କୁ ଦାନ କଲେ ସୁନା ମୁକୁଟ

modi

Advertisment

ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ କାମନା ମନାସୁଛି।

Advertisment

ଏହି  ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ ନାମକ ଏହି ପ୍ରଶଂସକ ଜଣେ ବ୍ୟବସାୟୀ। ଏହି ସୁନା ମୁକୁଟ ନିକଟସ୍ଥ ହନୁମାନ ମନ୍ଦିରକୁ ଦାନ କରିଛନ୍ତି।

ଅରବିନ୍ଦଙ୍କ କହିବା ଅନୁଯାୟୀ,  ମୋଦି ଦ୍ୱିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ର ଗଠନରେ ମୋଦିଙ୍କ ପ୍ରମୁଖ ଭୂମିକା ରହିଛି ।  ତ ଛଡା, ଗତ ୭୫ ବର୍ଷ ମଧ୍ୟରେ ଯାହା ହୋଇପାରିନି ତାହା ବିଗତ ୫ ବର୍ଷରେ ହୋଇ ପାରିଛି। ତେଣୁ ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସେ ଆଜି ଏପରି ଦାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ