Advertisment

ବଂଶଧାରା ନଦୀ ଜଳ ବିବାଦର ତିନି ଦିନିଆ ଶୁଣାଣି ଶେଷ

ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ୧୦୬ ଏକର ଅବବାହିକା ଅଞ୍ଚଳରେ ସର୍ଭେ କରିବେ। ଏହି ସର୍ଭେ ରିପୋର୍ଟ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ ହେବ। ଏହି […]

ବଂଶଧାରା ନଦୀ ଜଳ ବିବାଦର ତିନି ଦିନିଆ ଶୁଣାଣି ଶେଷ

river

Advertisment

ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି।

Advertisment

ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ୧୦୬ ଏକର ଅବବାହିକା ଅଞ୍ଚଳରେ ସର୍ଭେ କରିବେ। ଏହି ସର୍ଭେ ରିପୋର୍ଟ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ ହେବ। ଏହି ରିପୋର୍ଟ ଆଧାରରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ନେରେଡି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବହୁଅଞ୍ଚଳ ପ୍ରଭାବିତ ହେବା ନେଇ ଓଡିଶା ପକ୍ଷରୁ ଟ୍ରିବ୍ୟୁନାଲକୁ ଜଣାଇବା ପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ସର୍ଭେ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ