Advertisment

ନନ୍ଦିଗ୍ରାମରେ ଦିଦିଙ୍କ ଉପରକୁ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ନିଜେ ଏହି ଆସନରୁ ନାମାଙ୍କର ଦାଖଲ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ ଆକ୍ରମଣ କରିଛି ସେନେଇ କୌଣସି ସୂଚନା ମିଳିନାହିଁ। #ମମତା_ଦିଦିଙ୍କୁ_ଆକ୍ରମଣ_ଅଭିଯୋଗ ମମତା ବାନାର୍ଜିଙ୍କୁ ଆକ୍ରମଣ ଅଭିଯୋଗ। ନନ୍ଦିଗ୍ରାମରେ ୪ରୁ ୫ ଜଣ ତାଙ୍କୁ ଆକ୍ରମଣ କରିଥିବା କହିଲେ ଦିଦି। […]

ନନ୍ଦିଗ୍ରାମରେ ଦିଦିଙ୍କ ଉପରକୁ ଆକ୍ରମଣ

mamata-attack

Advertisment

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ନିଜେ ଏହି ଆସନରୁ ନାମାଙ୍କର ଦାଖଲ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ ଆକ୍ରମଣ କରିଛି ସେନେଇ କୌଣସି ସୂଚନା ମିଳିନାହିଁ।

Advertisment

ଆକ୍ରମଣରେ ମମତାଙ୍କ ଗୋଡ଼ ଫୁଲିଯାଇଥିବା ନେଇ ସୂଚନା ମିଳିଛି। ଏହାସହ ୪ ରୁ ୫ ଜଣ ଲୋକ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଛି। ଆକ୍ରମଣକାରୀମାନେ ମମତାଙ୍କୁ ପଛ ପଟୁ ଠେଲି ଦେଇଥିବା ନେଇ ମଧ୍ୟ ଆସିଛି ଅଭିଯୋଗ। ସେପଟେ ଘଟଣା ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି କହିଛନ୍ତି ମମତା ବାନାର୍ଜୀ। ଘଟଣା ପରେ ମମତାଙ୍କୁ କଲିକତା ନିଆଯାଉଥିବା ନେଇ ସୂଚନା ମିଳିଛି।

Advertisment

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ