Advertisment

ପ୍ରିୟଙ୍କାଙ୍କ ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଗତକାଲି ପ୍ରିୟଙ୍କା ଗଙ୍ଗାରେ ନୌକା ଯାତ୍ରାରେ ବାହାରିଛନ୍ତି।  ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ସେ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି। ତେବେ ଯାତ୍ରାର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ […]

ପ୍ରିୟଙ୍କାଙ୍କ ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ

priyanka

Advertisment

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଗତକାଲି ପ୍ରିୟଙ୍କା ଗଙ୍ଗାରେ ନୌକା ଯାତ୍ରାରେ ବାହାରିଛନ୍ତି।  ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ସେ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି।

Advertisment

publive-imageତେବେ ଯାତ୍ରାର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା।  ନାଁ ଆଗରେ ଚୌକିଦାର ଲଗାଇବା ପ୍ରସଙ୍ଗକୁ ନେଇ ସେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ।  ସେ କହିଛନ୍ତି , କେବଳ ଧନୀ ଲୋକଙ୍କ ଘରେ ଚୌକିଦାର ରହିଥାନ୍ତି, ଚାଷୀଙ୍କ ଘରେ ଚୌକିଦାର ନଥାନ୍ତି।  ଚାଷୀଙ୍କ ଆୟ ଗତ ୫ ବର୍ଷ ମଧ୍ୟରେ ପୂର୍ବ ୪୫ ବର୍ଷ ତୁଳନାରେ  ହ୍ରାସ ପାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ