Advertisment

ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ

କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ…

ଅଦ୍ୟତନ ହୋଇଛି
ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ

aaaa

Advertisment

କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ କଲା ପରେ ଏହା କହିଛନ୍ତି ରାଜନାଥ ।

Advertisment

ଗତକାଲି କର୍ଣ୍ଣାଟକ କରୱାରରେ ନୌସେନା ପ୍ରକଳ୍ପ ପରିଦର୍ଶନ ପରେ ଆଜି କୋଚି ପହଞ୍ଚିଥିଲେ ରାଜନାଥ । କୋଚି ସିପ୍‌ ୟାର୍ଡରେ ବିକ୍ରାନ୍ତ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିବା ପରେ ସେ ଏହା କହିଛନ୍ତି । ଭାରତର ଏହି ଇଣ୍ଡିଜିନିୟସ ଏୟାରକ୍ରାଫ୍ଟ କ୍ୟାରିୟର ଆସନ୍ତାବର୍ଷ ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତୀ ଅବସରରେ ଉପଯୁକ୍ତ ଉପହାର ବୋଲି କହିଛନ୍ତି ରାଜନାଥ ।

ବିକ୍ରାନ୍ତ ଭାରତର ଗର୍ବ ଓ ଆତ୍ମନିର୍ଭର ଭାରତ ଅଭିଯାନର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ରାଜନାଥ । ଆସନ୍ତା ମାସରେ ସ୍ୱଦେଶୀ ଏୟାରକ୍ରାଫଟ କ୍ୟାରିୟର ବିକ୍ରାନ୍ତର ସି-ଟ୍ରାଏଲ ହେବ । ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହାକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ସାମିଲ କରିନିଆଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ