Cyclone Dana Live Updates: ଆସୁଛି ବାତ୍ୟା ‘ଦାନା’, ୨୪ରେ ଛୁଇଁବ ଓଡ଼ିଶା !

14:32 PM

ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପରତା ଦେଖାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

Posted by:-Santosh Kumar Sahoo

14:27 PM

ବାତ୍ୟା 'ଦାନା'ର ଅପଡେଟ୍ !

Posted by:-Santosh Kumar Sahoo

14:26 PM

ଜାଣନ୍ତୁ ‘ଦାନା’ କେଉଁଠି କରିବ ଲ୍ୟାଣ୍ଡଫଲ୍‌

Posted by:-Santosh Kumar Sahoo
  • ଭୀଷଣ ରୂପ ନେଉଛି ବାତ୍ୟା । ଆସିଲା ବାତ୍ୟା ଦାନାର ନୂଆ ଗତିପଥ । ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍‌ କରିପାରେ ସମ୍ଭାବ୍ୟ ବାତ୍ୟା । ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

14:06 PM

ଆସିଲା ବାତ୍ୟାର ନୂଆ ଗତିପଥ

Posted by:-Santosh Kumar Sahoo

14:05 PM

ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Posted by:-Santosh Kumar Sahoo

13:57 PM

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ

Posted by:-Santosh Kumar Sahoo

13:49 PM

ଗଭୀର ସମୁଦ୍ରରୁ ଫେରିଆସିଲେ ମତ୍ସ୍ୟଜୀବୀ

Posted by:-Santosh Kumar Sahoo

13:42 PM

କଣ କହୁଛି ବାତ୍ୟାର ସାମ୍ଭାବ୍ୟ ମଡେଲ୍?

Posted by:-Santosh Kumar Sahoo

13:31 PM

ଅଶାନ୍ତ ହେଲାଣି ସମୁଦ୍ର...ଉଠୁଛି ଉଚ୍ଚ ଜୁଆର

Posted by:-Santosh Kumar Sahoo

13:30 PM

ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ କହିଲେ କେଭି ସିଂଦେଓ

Posted by:-Santosh Kumar Sahoo

13:30 PM

CMC ଅଧିକାରୀ କଟକ ଛାଡ଼ିବା ମନା

Posted by:-Santosh Kumar Sahoo

13:19 PM

ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Posted by:-Santosh Kumar Sahoo
  • ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇପଡ଼ିଛନ୍ତି ସରକାର । ତେବେ ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସେ ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, SRC ଉପସ୍ଥିତ ରହିବେ । ଅଧିକ ପଢ଼ନ୍ତୁ...

13:01 PM

ବେଳାଭୂମିରେ ପର୍ଯ୍ୟଟକଙ୍କୁ ସତର୍କ କରାଇଲେଣି ସୁରକ୍ଷାକର୍ମୀ

Posted by:-Santosh Kumar Sahoo

12:59 PM

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ କହିଲେ ରାଜସ୍ବ ମନ୍ତ୍ରୀ

Posted by:-Santosh Kumar Sahoo

12:59 PM

ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Posted by:-Santosh Kumar Sahoo

12:29 PM

SRCଙ୍କ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ

Posted by:-Santosh Kumar Sahoo

12:15 PM

ସମ୍ଭାବ୍ୟ ବାତ୍ୟାକୁ ନେଇ ହେବ ଜରୁରୀକାଳୀନ ବୈଠକ

Posted by:-Santosh Kumar Sahoo

12:14 PM

'ସାବଧାନ ଭୀଷଣ ବାତ୍ୟା ମାଡ଼ିଆସୁଛି !'

Posted by:-Santosh Kumar Sahoo

12:14 PM

ଆସିଲା ବାତ୍ୟାର ଗତିପଥ

Posted by:-Santosh Kumar Sahoo

12:13 PM

କେଉଁଠି ଉପକୂଳ ଛୁଇଁବ ‘ଦାନା’

Posted by:-Santosh Kumar Sahoo
  • ଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ପଡ଼ିବ। ଏମିତି ଚର୍ଚ୍ଚା ଭିତରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

11:42 AM

'ଦାନା' ଆସିବା ପୂର୍ବରୁ ସମୁଦ୍ର ଭିତରର ଦୃଶ୍ୟ

Posted by:-Santosh Kumar Sahoo

11:40 AM

ସମ୍ଭାବ୍ୟ ବାତ୍ୟା ପାଇଁ ଭୁବନେଶ୍ୱର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି

Posted by:-Santosh Kumar Sahoo

11:19 AM

୨୩ରେ ସୃଷ୍ଟି ହୋଇପାରେ ବାତ୍ୟା

Posted by:-Santosh Kumar Sahoo

11:18 AM

ସମ୍ଭାବ୍ୟ ବାତ୍ୟା ଦାନା ନେଇ କଣ କହୁଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଶୁଣନ୍ତୁ

Posted by:-Santosh Kumar Sahoo

11:17 AM

ଜଗତସିଂହପୁର, ପୁରୀ, ଗଞ୍ଜାମରେ ଅଧିକ ବର୍ଷା

Posted by:-Santosh Kumar Sahoo

11:16 AM

ବାତ୍ୟା ପାଇଁ ପ୍ରସ୍ତୁତି

Posted by:-Santosh Kumar Sahoo

11:16 AM

‘ ଅବପାତ ପରେ ଲ୍ୟାଣ୍ଡଫଲ୍‌ ଆକଳନ’

Posted by:-Santosh Kumar Sahoo

11:15 AM

ଭୀଷଣ ବାତ୍ୟାର ରୂପ ନେବ !

Posted by:-Santosh Kumar Sahoo