ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର VS ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ । ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ମନ୍ମଥ ରାଉତରାୟ। ସମ୍ବଲପୁରରେ ମଧ୍ୟ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏଠି ଦୁଇ ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ଓ ବବି ଦାସଙ୍କ ଭାଗ୍ୟ ବାଜିରେ ଲାଗିଛି। ଏ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍ ଇନ୍ କରନ୍ତୁ otvkhabar.in
19:37 PM
19:36 PM
19:36 PM
18:50 PM
ଭୋଟ୍ ଦେଉଛି ଓଡ଼ିଶା, ଭୋଟ୍ ଦେଉଛି ଭାରତ। ଓଡ଼ିଶାର ୬ ଲୋକସଭା କ୍ଷେତ୍ର ଓ ଏହା ଅର୍ନ୍ତଗତ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେଉଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟ୍ ପଡିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ..
17:54 PM
17:36 PM
17:35 PM
17:34 PM
17:33 PM
17:18 PM
17:18 PM
17:17 PM
17:16 PM
17:16 PM
17:06 PM
17:06 PM
15:17 PM
15:06 PM
14:53 PM
14:51 PM
14:51 PM
14:27 PM
14:18 PM
14:08 PM
14:03 PM
13:59 PM
13:50 PM
13:48 PM
13:47 PM
13:39 PM
13:39 PM
13:38 PM
13:29 PM
13:22 PM
13:21 PM
13:14 PM
ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଅଧିକ ପଢ଼ନ୍ତୁ ...
13:13 PM
13:12 PM
13:07 PM
13:06 PM
13:05 PM
13:02 PM
12:54 PM
12:38 PM
12:38 PM
12:31 PM
12:30 PM
12:13 PM
12:09 PM
12:03 PM
11:57 AM
ସାରା ରାଜ୍ୟରେ ଆଜି ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟିଂ ଜାରି ରହିଥିବାବେଳେ ଆଠଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଆଠଗଡ଼ ନିର୍ବାଚନ ମଣ୍ଡଳୀ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...
11:53 AM
11:32 AM
11:26 AM
11:24 AM
11:23 AM
11:17 AM
11:16 AM
11:16 AM
11:08 AM
ମତଦାନ କେନ୍ଦ୍ରକୁ ମୋବାଇଲ ମନାକୁ ନେଇ ଅସନ୍ତୁଷ୍ଟ ଭୋଟର । ଦୀର୍ଘ ସମୟ ଅପେକ୍ଷା ପରେ ବି ଭୋଟ ନ ଦେଇ ଫେରୁଛନ୍ତି । ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବାଧ୍ୟ ହୋଇ ଖରାରେ ଭୋଟ ନ ଦେଇ ଫେରୁଥିବା କହିଛନ୍ତି ଭୋଟର । ଅଧିକ ପଢ଼ନ୍ତୁ...
11:07 AM
11:03 AM
11:02 AM
11:01 AM
10:41 AM
10:40 AM
10:32 AM
10:31 AM
10:26 AM
10:18 AM
10:10 AM
ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଖୁସି। ସକାଳୁ ସକାଳୁ ଖରାକୁ ଖାତିର ନକରି ଧାଡିରେ ଠିଆ ହୋଇ ମତଦାନ କରୁଛନ୍ତି। ହେଲେ ଏହାରି ଭିତରେ ବିଭିନ୍ନ ସ୍ଥାନରେ EVM ଅଚଳ ହୋଇଥିବା ଖବର ଆସିଛି। ଯାହା ଫଳରେ ମତଦାନରେ ବିଳମ୍ୱ ହେଉଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...
10:09 AM
10:05 AM
10:04 AM
09:53 AM
09:36 AM
09:31 AM
09:30 AM
09:26 AM
09:20 AM
08:40 AM
08:29 AM
08:20 AM
08:12 AM
08:01 AM
07:43 AM
07:37 AM
07:28 AM
07:17 AM
07:01 AM
06:52 AM
ରାଜ୍ୟରେ ଆଜି ତୃତୀୟ ଭୋଟ୍ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି । ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଅଧିକ ପଢ଼ନ୍ତୁ...
06:39 AM