Exit Poll 2024
ସାଧାରଣ ନିର୍ବାଚନରେ ଭୋଟିଂ ପର୍ବ ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ। ୨୪ ନିର୍ବାଚନରେ କିଏ ମାରିବ ବାଜି ? ତାହା ତ ଆସନ୍ତା ୪ ତାରିଖ ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହେବ। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସାଢେ ୬ଟାରୁ ଏକଜିଟ୍ ପୋଲ୍ ଆରମ୍ଭ ହେବ। ତେବେ କଣ କହୁଛି ଏକଜିଟ୍ ପୋଲ୍ ତାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା..ଟିକିନିଖି ଖବର ଜାଣିବାକୁ ଲଗ୍ ଇନ୍ କରନ୍ତୁ otvkhabar.in
- Jun 01, 2024 22:40 IST
ଆସିଲା ଇଣ୍ତିଆ ଟୁଡେ ଆକ୍ସିସ୍ ଏକଜିଟ୍ ପୋଲ୍
- Jun 01, 2024 21:02 IST
ସର୍ଭେ କହୁଛି ଲୋକସଭାରେ NDA କୁ ବହୁମତ..
- Jun 01, 2024 21:02 IST
ସର୍ଭେ କହୁଛି ଏଥର ଓଡ଼ିଶାରେ ଲୋକସଭା ଆସନରେ ବିଜେପିକୁୁ ବହୁମତ
- Jun 01, 2024 20:37 IST
ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଚାଣକ୍ୟର ଏକଜିଟ୍ ପୋଲ୍
- Jun 01, 2024 20:25 IST
ବିଭିନ୍ନ ସର୍ଭେ ସଂସ୍ଥା ଅନୁଯାୟୀ ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେଡି ଖସିଲା, ବିଜେପି ଉଠିଲା !
- Jun 01, 2024 20:22 IST
Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍
ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଆସିବାରେ ଲାଗିଛି ଏକଜିଟ୍ ପୋଲ୍। ଦେଶରେ କିଏ ଗଢ଼ିବ ସରକାର, କାହାକୁ କେତେ ଆସନ ମିଳିପାରେ, ଭୋଟରଙ୍କ ବୁଥ ବାହୁଡ଼ା ମତକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଉଛି। ଅଧିକ ପଢ଼ନ୍ତୁ..
- Jun 01, 2024 20:09 IST
ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଇଣ୍ତିଆ ନ୍ୟୁଜ୍ର ଏକଜିଟ୍ ପୋଲ୍
- Jun 01, 2024 20:08 IST
ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଚାଣକ୍ୟର ଏକଜିଟ୍ ପୋଲ୍
- Jun 01, 2024 20:07 IST
ଜନ୍ କି ବାତ୍ ସର୍ଭେ ଅନୁଯାୟୀ ଲୋକସଭା ଆସନ ପାଇଁ ଓଡ଼ିଶାରେ ବିଜେପିକୁ ୧୫ରୁ ୧୮ ସିଟ୍
- Jun 01, 2024 20:06 IST
‘ଜନ୍ କି ବାତ୍’ର ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ
- Jun 01, 2024 20:05 IST
ରିପବ୍ଲିକ୍ ମାଟ୍ରିଜ୍ର ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ
- Jun 01, 2024 19:25 IST
ଇଣ୍ତିଆ ଟିଭି ସର୍ଭେ ଅନୁଯାୟୀ ଲୋକସଭା ଓଡ଼ିଶାରେ ଏନ୍ଡିଏକୁ ବହୁମତ...
- Jun 01, 2024 19:24 IST
ସି ଭୋଟର୍ ସର୍ଭେ ଅନୁଯାୟୀ ୟୁପି ଲୋକସଭାରେ ଏନ୍ଡିଏକୁ ବହୁମତ..
- Jun 01, 2024 19:17 IST
ଡି-ଡାଇନାମିକ୍ର ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ...
- Jun 01, 2024 19:15 IST
ଏନ୍ଡିଟିଭି ପୋଲ୍ ଅଫ୍ ପୋଲ୍ସ ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ...
- Jun 01, 2024 19:14 IST
ରିପବ୍ଲିକ୍ ମାଟ୍ରିଜ୍ର ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ...
- Jun 01, 2024 19:13 IST
PMARQ ସର୍ଭେ ଅନୁଯାୟୀ ଲୋକସଭାରେ ଏନ୍ଡିଏକୁ ବହୁମତ...
- Jun 01, 2024 18:58 IST
‘ଜନ୍ କି ବାତ୍’ର ସର୍ଭେ ଅନୁଯାୟୀ ଏନ୍ଡ଼ିଏକୁ ବହୁମତ
- Jun 01, 2024 18:43 IST
ଆସିଲା ଏକଜିଟ୍ ପୋଲ୍
- Jun 01, 2024 18:15 IST
ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717243090.jpg)