ଅଦ୍ୟତନ ହୋଇଛି
Sunabesha
Advertisment
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୂଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଇଛି ଜନସମୁଦ୍ର। ତେବେ ଏଥର ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
Advertisment
- Dec 02, 2024 17:01 IST
Live: ସୁନାରେ ସଜେଇ ହେବେ ଶ୍ରୀଜିଉ
- Dec 02, 2024 16:58 IST
ତିନି ଠାକୁରଙ୍କୁ ସୁନା ବେଶରେ ଦେଖି ଭକ୍ତ ଗଦଗଦ
- Dec 02, 2024 16:58 IST
ଆଉ କିଛି କ୍ଷଣର ଅପେକ୍ଷା । ସେଇ ଦିବ୍ୟ ଦୁର୍ଲଭ ମହାପ୍ରଭୁଙ୍କର ସୁନା ବେଶ ଦର୍ଶନ କରିବେ ଅଗଣିତ ଭକ୍ତ
- Jul 17, 2024 22:44 IST
ଟ୍ରାଫିକ୍ କଣ୍ଟ୍ରୋଲ କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟ
- Jul 17, 2024 22:41 IST
ସୁନା ଆଭୂଷଣରେ ମନଲୋଭା ଦିଶୁଛି କାଳିଆ ସୁନା
- Jul 17, 2024 22:41 IST
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଜନ ସମୁଦ୍ର
- Jul 17, 2024 21:15 IST
କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ଆଜି ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଈଶ୍ୱର
/odishatv-khabar/media/post_attachments/media/GSsup64a4AAdURE.jpeg)
- Jul 17, 2024 21:15 IST
ମହାପ୍ରଭୁଙ୍କୁ ସୁନାବେଶରେ ଦେଖି ବିଭୋର ଭକ୍ତ
/odishatv-khabar/media/post_attachments/media/GSsuZ0-bUAEOlbi.jpeg)
/odishatv-khabar/media/post_attachments/media/GSsuZ01bIAAQkvr.jpeg)
/odishatv-khabar/media/post_attachments/media/GSsuZ05akAEXqzV.jpeg)
/odishatv-khabar/media/post_attachments/media/GSsuZ1AacAA92hD.jpeg)
- Jul 17, 2024 21:13 IST
‘ମହାପ୍ରଭୁଙ୍କୁ ସୁନାବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ଦୋଷ ଦୂର ହୁଏ’
- Jul 17, 2024 20:34 IST
ସୁନାବେଶ କାହିଁକି ଶ୍ରେଷ୍ଠ?
- Jul 17, 2024 20:34 IST
ପ୍ରଭୁ ବଞ୍ଚିଥିଲେ ଆସନ୍ତା ବର୍ଷ । କୃତାର୍ଥ କର..ପ୍ରଭୁ ।
- Jul 17, 2024 20:33 IST
ମହାପ୍ରଭୁଙ୍କ ପାଦପଦ୍ମର ମହିମା
- Jul 17, 2024 20:33 IST
‘ଡେଉଁରିଆ ପିନ୍ଧିଲେ ମହାପ୍ରଭୁଙ୍କ ସେବା କରିବା ନିଷେଧ ।’
- Jul 17, 2024 20:33 IST
ସଖୀ ଲୋ..ଦେଖ ଦେଖ । ଆଃ..କି ରୂପ ସିଏ...କୋଟି କନ୍ଦର୍ପର ...
- Jul 17, 2024 20:32 IST
କେଉଁ କେଉଁ ଅଳଙ୍କାର ଧାରଣ କରନ୍ତି ମହାପ୍ରଭୁ?
- Jul 17, 2024 20:32 IST
ମହାପ୍ରଭୁଙ୍କ ଦାରୁ ମୂର୍ତ୍ତିର ରହସ୍ୟ କଣ? କାହିଁକି ଲାଗିହୁଏ ସୁବର୍ଣ୍ଣ ଗୋଡ଼, ହାତ
- Jul 17, 2024 20:31 IST
ବଡ଼ ଠାକୁରଙ୍କ ପାଖରେ ଲାଗିହେଲା ସୁନାର ହଳ ମୂଷଳ
- Jul 17, 2024 20:06 IST
ଜାଣନ୍ତୁ ମହାପ୍ରଭୁଙ୍କ ସୁନା ବେଶର ମାହାତ୍ମ୍ୟ
- Jul 17, 2024 20:06 IST
ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ ଠାକୁର
- Jul 17, 2024 20:05 IST
ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- Jul 17, 2024 20:05 IST
ରଥ ଉପରେ ଦେବୀ ସୁଭଦ୍ରାଙ୍କ ବଡ଼ ତଡ଼ାଉ ବେଶ
- Jul 17, 2024 20:04 IST
ମହାପ୍ରଭୁଙ୍କ ବିଶାଳ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର...
- Jul 17, 2024 20:04 IST
୧୩୨ ପ୍ରକାର ଅଳଙ୍କାରରେ ସଜେଇ ହୋଇଛନ୍ତି ମହାପ୍ରଭୁ
- Jul 17, 2024 18:54 IST
ମହଣ ମହଣ ସୁନାରେ ସଜେଇ ହେଉଛି କାଳିଆ ସାଆନ୍ତ
- Jul 17, 2024 18:53 IST
ମହାପ୍ରଭୁଙ୍କ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ତରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼
- Jul 17, 2024 18:53 IST
ମହାପ୍ରଭୁଙ୍କୁ ଲାଗିହେବ ମକର କୁଣ୍ଡଳ
- Jul 17, 2024 18:39 IST
ରଥ ଉପରେ ଚାଲିଛି ନୀତିକାନ୍ତି
- Jul 17, 2024 18:38 IST
ମହାପ୍ରଭୁ ପିନ୍ଧନ୍ତି କେଉଁ ବସ୍ତ୍ର?
- Jul 17, 2024 18:38 IST
ବର୍ଷକୁ ୪ ଥର ପ୍ରଭୁ ରାଜ ରାଜେଶ୍ୱର ବେଶରେ ସଜେଇ ହୁଅନ୍ତି
- Jul 17, 2024 18:37 IST
ସୁନାର ଅଳଙ୍କାର ପିନ୍ଧି ଝଟକୁଛନ୍ତି ମହାପ୍ରଭୁ ଜଗନ୍ନାଥ ଆଉ ବଡ଼ଠାକୁର ବଳଭଦ୍ର
/odishatv-khabar/media/post_attachments/media/GSsOWsHboAANC4Q.png)
/odishatv-khabar/media/post_attachments/media/GSsOWsIbkAAK2NJ.png)
- Jul 17, 2024 18:36 IST
ମୁଣ୍ଡରେ କିରଟି, ମଥାରେ ମଥାମଣୀ ପିନ୍ଧି ସୁନାବେଶରେ ଝଟକୁଛନ୍ତି ତିନି ଭାଇ ଭଉଣୀ
/odishatv-khabar/media/post_attachments/media/GSsPGcnboAA60BQ.jpeg)
/odishatv-khabar/media/post_attachments/media/GSsPGcoaUAEJzVu.jpeg)
/odishatv-khabar/media/post_attachments/media/GSsPTwhbwAAOJRb.png)
- Jul 17, 2024 18:30 IST
ସୁନାର ଅଳଙ୍କାର ପିନ୍ଧି ଝଟକୁଛନ୍ତି ମହାପ୍ରଭୁ
/odishatv-khabar/media/post_attachments/media/GSsOWsHboAANC4Q.png)
/odishatv-khabar/media/post_attachments/media/GSsOWsIbkAAK2NJ.png)
- Jul 17, 2024 18:14 IST
ମହାପ୍ରଭୁଙ୍କୁ ରଥାରୁଢ଼ ବେଳେ ସୁନାବେଶରେ ଦେଖିଲେ କୋଟି ପୁଣ୍ୟ ମିଳେ
- Jul 17, 2024 18:14 IST
ସୁନାବେଶକୁ ବଡ଼ ତଢ଼ାଇ ବା ରାଜ ରାଜେଶ୍ୱର ବେଶ ବି କୁହାଯାଏ
- Jul 17, 2024 18:12 IST
ସୁନା ଅଳଙ୍କାରରେ ସଜେଇ ହେଉଛନ୍ତି ଚତୁର୍ଦ୍ଧା ମୁରତୀ
/odishatv-khabar/media/post_attachments/media/GSsJo6ubAAA2KML.jpeg)
/odishatv-khabar/media/post_attachments/media/GSsJnKKagAAhLH-.jpeg)
/odishatv-khabar/media/post_attachments/media/GSsJfvyacAAqmvf.jpeg)
- Jul 17, 2024 17:57 IST
ଆରକ୍ଷୀ ବାହିନୀର କର୍ଡନରେ କାଳିଆ ସୁନାକୁ ସିକ୍ୟୁରିଟି... ଆସିଲା ମହଣ ମହଣ ସୁନା
- Jul 17, 2024 17:57 IST
ଏକାଦଶୀ କେତେ ପ୍ରକାରର?
- Jul 17, 2024 17:56 IST
ରଥ ଉପରେ ପଡ଼ିଲାଣି ଚାଙ୍ଗଡ଼ା । ରତ୍ନ ଭଣ୍ଡାରରୁ ଆସିବ ସ୍ୱର୍ଣ୍ଣ ଅଳଙ୍କାର
- Jul 17, 2024 17:56 IST
ମାଳିନୀ ନଦୀକୁ ଶୋଷି ଦେଇଥିଲେ ଅର୍ଦ୍ଧଶୋଷିନୀ
- Jul 17, 2024 17:51 IST
ଶ୍ରୀମନ୍ଦିରରୁ ବାହାରୁଛି ମହାପ୍ରଭୁଙ୍କ ସୁନାର ହାତ ଗୋଡ଼
/odishatv-khabar/media/post_attachments/media/GSsEGupaMAAoWwY.jpeg)
/odishatv-khabar/media/post_attachments/media/GSsEGufa4AAaGHW.jpeg)
- Jul 17, 2024 17:50 IST
ମହାପ୍ରଭୁ ହାତରେ ଧରିବେ ଏଇ ବିରାଟ ରୂପା ସଂଙ୍ଖ
/odishatv-khabar/media/post_attachments/media/GSsEfTvaAAEJ47w.jpeg)
- Jul 17, 2024 17:38 IST
ଆଜି ହରିଶୟନ ଏକାଦଶୀ ଆଜିର ଦର୍ଶନ କଲେ ଦ୍ୱାଦଶ ଯାତ୍ରାର ପୂଣ୍ୟଫଳ ମିଳିଥାଏ
- Jul 17, 2024 17:37 IST
ସୁନାରେ ସଜେଇ ହେବେ ମହାବାହୁ । ରଥ ଉପରକୁ ଆସୁଛି ଚତୁର୍ଦ୍ଧା ମୁରତୀଙ୍କ ସୁନାର ଅଳଙ୍କାର
/odishatv-khabar/media/post_attachments/media/GSsB8LcacAAo49U.jpeg)
/odishatv-khabar/media/post_attachments/media/GSsB-vQbIAAUZMx.jpeg)
/odishatv-khabar/media/post_attachments/media/GSsB8LyaoAIKRGw.jpeg)
- Jul 17, 2024 17:34 IST
ମହାପ୍ରଭୁ ପିନ୍ଧିବେ ଏଇ ସୁନାର ଗୋଡ଼ । ସୁରକ୍ଷାବଳୟ ଭିତରେ ରଥ ଉପରକୁ ନେଉଛନ୍ତି ସେବାୟତ ।
/odishatv-khabar/media/post_attachments/media/GSsBg-zagAAGxsA.jpeg)
/odishatv-khabar/media/post_attachments/media/GSsBg-oboAA5fH_.jpeg)
- Jul 17, 2024 17:25 IST
ଲକ୍ଷ ଲକ୍ଷ ଜନତା ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ
- Jul 17, 2024 17:25 IST
କିଏ କହେ ତାଙ୍କର କାନ ନାହିଁ...କିଏ କହେ ତାଙ୍କର ପାଦ ନାହିଁ
- Jul 17, 2024 16:48 IST
ରଥରେ ଚତୁର୍ଦ୍ଧା ମୂର୍ତ୍ତି ଖାଆନ୍ତି ଶୁଖିଲା ଭୋଗ । ଶଙ୍ଖ ଓ ଚକ୍ର ସଦୃଶ କୋରା ଖାଆନ୍ତି ବଡ଼ ଠାକୁର
- Jul 17, 2024 16:47 IST
ବଡ଼ଦାଣ୍ଡରେ ଜନ ସମୁଦ୍ର । ଜଗାର ସୁନାବେଶ ଦେଖିବା ପାଇଁ ଏତେ ଆୟୋଜନ
- Jul 17, 2024 16:41 IST
ପୁରୀରୁ ଶ୍ରୀଜଗନ୍ନାଥଙ୍କ ସୁନାବେଶର ନନ୍ଷ୍ଟପ୍ ସିଧାପ୍ରସାରଣ, ଦେଖନ୍ତୁ...
- Jul 17, 2024 16:11 IST
ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sunabesha_1721210442.jpg)