ବଡ଼ଦାଣ୍ଡରେ ସରିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦର ଫେରିଲେ ନୀଳମଣି। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଅନ୍ତିମ ପର୍ବ ନୀଳାଦ୍ରିବିଜେ । ରଥ ଉପରୁ ରତ୍ନସିଂହାସନକୁ ବିଜେ କରିଛନ୍ତି ମହାପ୍ରଭୁ। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିଛନ୍ତି। ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କର ପହଣ୍ଡି। ଏହି ନୀଳାଦ୍ରିବିଜେର ଟିକିନିଖି ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
08:17 AM
ସରିଲା କାଳିଆର ରଥଲୀଳା । ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ। ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳକନ୍ଦର ବିଜେ କରିଛନ୍ତି ପ୍ରଭୁ ଚକାଡ଼ୋଳା । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବାର ଦୃଶ୍ୟ ଦେଖି କୃତ୍ୟ କୃତ୍ୟ ହୋଇଥିଲେ । ସମସ୍ତଙ୍କ ଆଖିରେ ଖୁସିର ଲୁହ ଝରି ଆସିଥିଲା ବେଳେ ଶ୍ରୀଜିଉଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟ ମନେ କରିଥିଲେ । ଅଧିକ ପଢନ୍ତୁ...
23:20 PM
23:20 PM
22:45 PM
22:45 PM
22:44 PM
22:44 PM
22:44 PM
22:43 PM
22:42 PM
22:42 PM
22:13 PM
22:13 PM
22:12 PM
21:57 PM
21:57 PM
21:47 PM
21:45 PM
21:44 PM
21:44 PM
21:44 PM
21:43 PM
21:43 PM
21:42 PM
21:42 PM
21:14 PM
21:13 PM
21:13 PM
21:05 PM
21:04 PM
21:04 PM
20:54 PM
20:25 PM
20:25 PM
20:25 PM
20:24 PM
20:24 PM
20:23 PM
19:53 PM
19:53 PM
19:52 PM
19:24 PM
19:16 PM
18:43 PM
18:41 PM
18:06 PM
18:02 PM
ମହାପ୍ରଭୁଙ୍କ ନୀତି ଅନନ୍ୟ। ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନିଳାଦ୍ରିବିଜେ କୁହାଯାଏ। ନଅଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନିଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ। ଅଧିକ ପଢ଼ନ୍ତୁ
17:45 PM
ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରିବିଜେ କୁହାଯାଏ। ଠାକୁରଙ୍କ ନଅଦିନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନୀଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ଅଧିକ ପଢ଼ନ୍ତୁ...