ସ୍ନାନବେଦୀରେ ଶ୍ରୀଜିଉ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ । ଏଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରି ଭିଜିବ ଭକ୍ତଙ୍କ ତନୁମନ। । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Jun 12, 2025 13:00 IST
ଭକ୍ତିମୟ ଶ୍ରୀକ୍ଷେତ୍ର,ଲୋକାରଣ୍ୟ ବଡ଼ଦାଣ୍ଡ; ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଅଧିକ ପଢ଼ନ୍ତୁ...
- Jun 11, 2025 21:24 IST
ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ
ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ । ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ । ପାଗ ଅନୁକୂଳ ଥିବାରୁ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅଧିକ ପଢ଼ନ୍ତୁ...
- Jun 11, 2025 21:23 IST
ଚକା ଆଖିରେ ଆଖି ମିଶାଇ ଗଦଗଦ ମୁଖ୍ୟମନ୍ତ୍ରୀ
କେତେ ଭାବ, କେତେ ଭଙ୍ଗୀ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ। ଭଜନ-କୀର୍ତ୍ତନ ସାଙ୍ଗକୁ ନୃତ୍ୟଗୀତରେ ବିଦେଶୀ ବି ହେଲେ ବିଭୋର। ଚକା ଆଖିରେ ଆଖି ମିଶାଇ ଗଦଗଦ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଖନ୍ତୁ ଆଜି ସ୍ନାନପୂର୍ଣ୍ଣମୀରେ କିଭଳି ଭାବବିହ୍ବଳ ଥିଲେ ଭକ୍ତ, କିଭଳି ଭକ୍ତିମୟ ଥିଲା ପରିବେଶ । ଅଧିକ ପଢ଼ନ୍ତୁ...
- Jun 11, 2025 19:55 IST
ସୁନାକୂଅର ଜଳରେ ସୁନାପୁଅ ଗାଧେଇଲା
- Jun 11, 2025 19:54 IST
ଜଳର ଦେବତା ଜଗନ୍ନାଥ
- Jun 11, 2025 19:09 IST
ଗଜାନନ ବେଶରେ ମହାପ୍ରଭୁ
- Jun 11, 2025 19:09 IST
ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି
- Jun 11, 2025 18:49 IST
ହାତୀ ବେଶରେ ମହାପ୍ରଭୁ
- Jun 11, 2025 18:02 IST
ସ୍ନାନମଣ୍ଡପରେ ଗଜାନନ ବେଶରେ ମହାପ୍ରଭୁ
- Jun 11, 2025 17:48 IST
ମହାପ୍ରଭୁଙ୍କ ହାତୀ ବେଶ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି
- Jun 11, 2025 16:59 IST
ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଛେରା ପହଁରା
- Jun 11, 2025 16:41 IST
ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମହାସ୍ନାନ
- Jun 11, 2025 16:38 IST
ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଜଗନ୍ନାଥ ମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର
- Jun 11, 2025 16:38 IST
ଜଗନ୍ନାଥମୟ ବଡ଼ଦାଣ୍ଡ
- Jun 11, 2025 16:21 IST
ଛେରାପହଁରା ନୀତି ସରିବା ପରେ ମହାପ୍ରଭୁଙ୍କ ଗଜାନନ ବେଶ୍ ହୁଏ
- Jun 11, 2025 16:16 IST
ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରିବା ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର
- Jun 11, 2025 15:38 IST
ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ବଡ଼ଦାଣ୍ଡ
- Jun 11, 2025 15:30 IST
ସରିଲା ଦାରୁଦିଅଁଙ୍କ ଦିବ୍ୟ ସ୍ନାନ, ସାଆନ୍ତଙ୍କ ହାତୀବେଶ ଦର୍ଶନ କରିବ ଜଗତ
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରା । ରାବଡୁ ସେବାୟତ ସୁନା କୂଅରୁ ଜଳ ଘେନି ଗୋଟିଏ ପରେ ଗୋଟିଏ ଗରା ଜଳ ଢାଳି ଦାରୁ ଦିଅଁଙ୍କୁ ଗାଧୋଇ ଦେଉଛନ୍ତି । ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ବଡ଼ଦାଣ୍ଡ । ଅଧିକ ପଢ଼ନ୍ତୁ...
- Jun 11, 2025 15:17 IST
ପୁରୀ, ପୁରୀ ଦୀଘା ଦୀଘା
- Jun 11, 2025 15:11 IST
କାଳିଆ ପାଇଁ ନାଚୁଛି ଭକ୍ତ
- Jun 11, 2025 15:10 IST
ସ୍ନାନ କରୁଛି ମୋ କାଳିଆ
- Jun 11, 2025 14:37 IST
ମୋତେ ତୋ ସେବା କରିବାକୁ ଦେରେ କାଳିଆ
- Jun 11, 2025 14:36 IST
ଗଣିବୁ ୧୮,କହିବୁ ୧୯
- Jun 11, 2025 14:35 IST
ଭକ୍ତକୁ ଚାହିଁଛି ଜଗା
- Jun 11, 2025 14:01 IST
କାଳିଆର ବିଦେଶୀ ଭକ୍ତ
- Jun 11, 2025 13:34 IST
ହୋ ଭକତେ ଦର୍ଶନ କର ଜଗାକୁ
- Jun 11, 2025 13:11 IST
ହରି ଅନନ୍ତ ହରି କଥା ଅନନ୍ତା
- Jun 11, 2025 12:38 IST
ଜଗତରେ ଯେତେ ସୁଗନ୍ଧିତ ବସ୍ତୁ ଅଛି, ସବୁଠୁ ସୁଗନ୍ଧିତ ହେଉଛନ୍ତି ମହାପ୍ରଭୁ
- Jun 11, 2025 12:37 IST
ପଶ୍ଚିମବଙ୍ଗର ଦୀଘାରେ କେମିତି ଚାଲିଛି ସ୍ନାନ ଯାତ୍ରା ? ଦେଖନ୍ତୁ ଆମ ଦୃଶ୍ୟ...
- Jun 11, 2025 12:36 IST
ସେନା ବାହୁଟ କଣ୍ଟ କଣ ପାଇଁ ଲାଗି କରାଯାଏ ?
- Jun 11, 2025 12:12 IST
ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ...
- Jun 11, 2025 12:11 IST
ହେ ପ୍ରଭୁ ତୁମେ ତ ଲୀଳାମୟ...
- Jun 11, 2025 12:11 IST
୧୦୮ ସହ ମହାପ୍ରଭୁଙ୍କ ସମ୍ପର୍କ ଖୁବ୍ ନିବିଡ଼...
- Jun 11, 2025 12:10 IST
ବଡ଼ଦାଣ୍ଡରେ ନାଚୁ ନାଚୁ ଟଳିପଡ଼ିଲେ...
- Jun 11, 2025 12:09 IST
ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି
- Jun 11, 2025 11:28 IST
କଳା ସାଆନ୍ତଙ୍କ ଶ୍ରୀମୁଖ ଅଧରକୁ ଟିକେ ପୋଛି ଦିଅରେ...
- Jun 11, 2025 11:26 IST
ଦେବୀ ସଭୁଦ୍ରା ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରୁଥିବାର ମନୋଲଭା ଦୃଶ୍ୟ।
- Jun 11, 2025 10:32 IST
ହରିବୋଲ ହୁଳହୁଳିରେ ମଙ୍ଗଳ ଆଳତି
- Jun 11, 2025 10:31 IST
ଆମ ମହାରାଷ୍ଟ୍ରରୁ ଆସିଛି ଜଗନ୍ନାଥଙ୍କ ଗଣପତି ବେଶ ଦେଖିବି
- Jun 11, 2025 10:01 IST
ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି
- Jun 11, 2025 09:55 IST
ସବୁବେଳେ ଗୁପ୍ତ ସ୍ନାନ ଆଜି ପ୍ରଘଟ କାହିଁକି?
- Jun 11, 2025 09:55 IST
ବିକଚ ପଦ୍ମନେତ୍ର ସିଂହ ସୁଲଭ ଠାଣି ମତ୍ତଗଜ ଚାଲି ଇଏ କିଏ କି?
- Jun 11, 2025 09:46 IST
ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ
- Jun 11, 2025 08:43 IST
ପବିତ୍ର ସ୍ନାନଯାତ୍ରାରେ କେମିତି ହୁଏ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଦେଖନ୍ତୁ ସେହି ଭବ୍ୟ ଦୃଶ୍ୟ...
- Jun 11, 2025 08:21 IST
ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରୁଥିବାର ସୁନ୍ଦର ଦୃଶ୍ୟ
- Jun 11, 2025 07:38 IST
ଘଣ୍ଟନାଦରେ କମ୍ପୁଛି ଶ୍ରୀକ୍ଷେତ୍ର...
- Jun 11, 2025 07:34 IST
ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି
- Jun 11, 2025 07:19 IST
ଧାଡ଼ି ପହଣ୍ଡିରେ ବିଜେ ହେଉଛନ୍ତି ଶ୍ରୀଜଗନ୍ନାଥ...
- Jun 11, 2025 07:07 IST
ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି
- Jun 11, 2025 06:56 IST
ଧାଡ଼ି ପହଣ୍ଡିରେ ବିଜେ ହେଲେ ଶ୍ରୀବଳଭଦ୍ର
- {{ created_at }}{{ blog_title }}{{{ blog_content }}}