Bahuda Jatra
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ବଡ଼ଦାଣ୍ଡରେ ପୁଣି ଜମିଲାଣି ଭିଡ଼ । ଗୁଣ୍ଡିଚା ଘରୁ ବାହାରିଲେଣି ମହାପ୍ରଭୁ । ଭାଇ-ଭଉଣୀଙ୍କୁ ଧରି ବାହୁଡ଼ିବେ ଶ୍ରୀମନ୍ଦିର । ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ବାହୁଡ଼ାଯାତ୍ରା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
- Jul 15, 2024 21:47 IST
ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର; ସିଂହଦ୍ବାରରେ ଲାଗିଲା ୩ ରଥ...
ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ । ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି । ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା। ଜୟ ଜଗନ୍ନାଥ ଧ୍ବନୀ ସହ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଗଗନପବନ। ଅଧିକ ପଢନ୍ତୁ...
- Jul 15, 2024 21:19 IST
ସିଂହଦ୍ବାରରେ ଲାଗିଲା ୩ ରଥ
- Jul 15, 2024 20:47 IST
ଭାବ ଓ ଭକ୍ତିରେ ବୁଡ଼ିଲା ଶ୍ରୀକ୍ଷେତ୍ର; ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଦିନକ ପରେ ସୁନାବେଶ
ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ଭକ୍ତଙ୍କର ବିପୁଳ ସମାଗମ ହୋଇଛି । ପଢନ୍ତୁ ଏହି ଖବର...
- Jul 15, 2024 20:39 IST
ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ କାଳିଆ ସାଆନ୍ତ
- Jul 15, 2024 20:13 IST
ମାଉସୀ ମାଆ ହାତରୁ ପୋଡ଼ ପିଠା ଖାଇଲେ ଭାଇ ଉଭଣୀ...
- Jul 15, 2024 19:11 IST
ବିଶାଳ ଜନସମୁଦ୍ର ମଧ୍ୟରେ ସିଂହଦ୍ୱାର ଅଭିମୁଖେ ବଡ଼ ଠାକୁରଙ୍କ ରଥ...
- Jul 15, 2024 18:34 IST
କଣ ଏହି କଳା ବେଠିଆ ପରମ୍ପରା ?
- Jul 15, 2024 18:18 IST
କିପରି ହେଲା ଅର୍ଦ୍ଧାସନୀଙ୍କ ଆବିର୍ଭାବ ?
- Jul 15, 2024 17:58 IST
ଜାଣନ୍ତୁ କିଏ ଅର୍ଦ୍ଧାସନୀ ? କଣ କହୁଛନ୍ତି ପଣ୍ଡିତ ଲକ୍ଷ୍ମୀକାନ୍ତ ମିଶ୍ରଶର୍ମା...
- Jul 15, 2024 17:38 IST
ପୋଡ଼ ପିଠା ଧରି ଅପେକ୍ଷା କରିଛି ମାଉସୀ ମାଆ...
- Jul 15, 2024 17:22 IST
ଭକ୍ତି ରାଜମାର୍ଗରେ ଗଡୁଛି ତିନି ଠାକୁରଙ୍କ ରଥ...
- Jul 15, 2024 17:21 IST
ଦେଖନ୍ତୁ ଡ୍ରୋନ୍ ଦ୍ୱାରା ଉତ୍ତୋଳନ ହୋଇଥିବା ପୁରୀ ବଡ଼ ଦାଣ୍ଡର ଦୃଶ୍ୟ...
- Jul 15, 2024 17:18 IST
ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ତାଳଧ୍ୱଜ...
- Jul 15, 2024 16:54 IST
ଶରଧାବାଲିରୁ ଗଡ଼ିଲା ୩ ରଥ
- Jul 15, 2024 16:17 IST
ଶରଧାବାଲିରୁ ଗଡ଼ିଲା ରଥ
- Jul 15, 2024 16:07 IST
ଗଜପତି ମହାରାଜ କେଉଁ ନୀତି ଅନୁପାଳନ କରନ୍ତି ?
- Jul 15, 2024 15:56 IST
ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ
- Jul 15, 2024 15:50 IST
ରଥରେ ଚଢ଼ିଲେ ଜଣେ ଅଣସେବାୟତ
- Jul 15, 2024 15:39 IST
ଆରମ୍ଭ ହେଲା ରଥଟଣା
- Jul 15, 2024 15:32 IST
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା
- Jul 15, 2024 15:13 IST
ବାହୁଡା ଯାତ୍ରା ଦେଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀ
- Jul 15, 2024 15:12 IST
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା
- Jul 15, 2024 15:11 IST
ରଥ ଉପରକୁ ମଦନମୋହନ, ରାମକୃଷ୍ଣ ବିଜେ ...
- Jul 15, 2024 14:58 IST
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା । କିଛି ସମୟରେ ଆରମ୍ଭ ହେବ ରଥ ଟଣା ।...
- Jul 15, 2024 14:13 IST
ରଥେ ବିରାଜିଲେ କାଳିଆ ଠାକୁର
- Jul 15, 2024 14:11 IST
ନନ୍ଦିଘୋଷରେ କାଳିଆ ସାଆଁନ୍ତ
- Jul 15, 2024 14:11 IST
ଭକ୍ତି ରଜ୍ଜୁରେ ବନ୍ଧା ହୋଇ ଝୁଲି ଝୁଲି ଆସୁଛି କାଳିଆ
- Jul 15, 2024 14:10 IST
ରଥାରୁଢ଼ ହେଲେ ମହାବାହୁ
- Jul 15, 2024 14:09 IST
ଓହ୍ଲାନ୍ତୁ ଓହ୍ଲାନ୍ତୁ... ଚଢ଼ିଥିଲ କୁଆଡେ ? ତମେ କଣ ସେବାୟତ?
- Jul 15, 2024 14:08 IST
ବର୍ଷାରେ ଭିଜୁଛନ୍ତି କଳା ସାଆନ୍ତେ
- Jul 15, 2024 14:07 IST
କିଛି ଶୁଣିଲେନି, ସିଧା ରଥ ଉପରୁ ଘୋଷାଡ଼ି ଆଣିଲେ ମୁଖ୍ୟ ପ୍ରଶାସକ
ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ । ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ/ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
- Jul 15, 2024 13:41 IST
ଚକାଆଖି ଦେଖି ଆଖି ଗଲା ଲାଖି
- Jul 15, 2024 13:33 IST
ବାଜୁଛି ଘଣ୍ଟଘଣ୍ଟା, ନାଚୁଛି ଭକ୍ତ
- Jul 15, 2024 13:32 IST
ରଥରେ ବିରାଜିଲେ ସାରା ସଂସାରର ମାଆ ସୁଭଦ୍ରା
- Jul 15, 2024 13:28 IST
ରଥରେ ବିରାଜିଲେ ବଳଭଦ୍ର
- Jul 15, 2024 13:27 IST
ଗହଳି ଲଗାଇ ଆସୁଛି କାଳିଆ
- Jul 15, 2024 13:22 IST
ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ
- Jul 15, 2024 13:20 IST
ଶୂନ୍ୟେ ଶୂନ୍ୟେ ପହଣ୍ଡି ହେଉଛନ୍ତି ମାଆ ସୁଭଦ୍ରା
- Jul 15, 2024 13:12 IST
ହେ ପ୍ରଭୁ ଦେଖାଓ ତମର ମୁହଁ....ଏହି ଅପୂର୍ବ ଚକା ଆଖିକୁ ଦେଖିବା ପାଇଁ ଏତେ ଯାତ୍ରା...
- Jul 15, 2024 13:12 IST
ଯେତେ ଦେଖିଲେ ବି ଭରୁନି ମନ.... କି ସୁନ୍ଦର ତାର ଚକା ନୟନ
- Jul 15, 2024 13:07 IST
ଢଳି ପଡ଼ୁଛନ୍ତି ବଡ଼ ଠାକୁର..ଝୁଲି ଚାଲୁଛନ୍ତି ଆଗକୁ ଆଗକୁ
- Jul 15, 2024 12:59 IST
‘ମହାପ୍ରଭୁ ଯଦି କର୍ମ ଛାଡ଼ିଦେବେ ସଂସାର ବୁଡ଼ିଯିବ’
- Jul 15, 2024 12:58 IST
ଚଳଚଞ୍ଚଳ ଶରଧାବାଲି
- Jul 15, 2024 12:57 IST
ଗଗନ ପବନ ଭେଦି ବିଜେ ଚକ୍ରରାଜ
- Jul 15, 2024 12:57 IST
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ
- Jul 15, 2024 12:42 IST
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ
- Jul 15, 2024 12:36 IST
ଦେବୀ ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି
- Jul 15, 2024 12:35 IST
ଭକ୍ତ ସମୁଦ୍ରରେ କଳା ବାମନ
- Jul 15, 2024 12:24 IST
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ
- Jul 15, 2024 12:24 IST
ଝୁଲି ଝୁଲି ରଥକୁ ଆସୁଛନ୍ତି ବଡ଼ ଠାକୁର...
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720867520.jpg)