Interim Budget 2024 LIVE Updates: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

16:16 PM

ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ..୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା

Posted by:-Satyendu Shekher Mishra

16:16 PM

ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପ ଏବଂ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ

Posted by:-Satyendu Shekher Mishra

15:43 PM

ଅନ୍ତରୀଣ ବଜେଟରେ ୨ଟି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି.. ଏନେଇ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଶୁଣନ୍ତୁ...

Posted by:-Satyendu Shekher Mishra

15:42 PM

'ଯେପର୍ଯ୍ୟନ୍ତ ତୁଳନା ହୋଇନି ସଫଳତାକୁ ମାପି ହେବନି'

Posted by:-Satyendu Shekher Mishra

15:24 PM

୧୦ଟି ପଏଣ୍ଟରେ କେନ୍ଦ୍ର ବଜେଟ୍ ।

Posted by:-Satyendu Shekher Mishra

15:03 PM

ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ

Posted by:-Satyendu Shekher Mishra

14:53 PM

ଅନ୍ତରୀଣ ବଜେଟ୍ କିନ୍ତୁ ଏହା ଅତୀତ ଓ ଭବିଷ୍ୟତ ଲାଗି ଏକ ମଜବୁତ ରାସ୍ତା ଦେଖାଉଛି

Posted by:-Satyendu Shekher Mishra

14:51 PM

'୨୦୪୭ ସୁଦ୍ଧା ବିକଶିତ ଭାରତ ମୋଦି ସରକାରର ମୂଳ ଲକ୍ଷ୍ୟ..'

Posted by:-Satyendu Shekher Mishra

14:36 PM

‘ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନ୍ତରୀଣ ବଜେଟକୁ ନେଇ କଣ କହିଲେ ବିରୋଧୀ ?

Posted by:-Satyendu Shekher Mishra

14:35 PM

ବଜେଟ୍‌ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍‌..ଜାଣନ୍ତୁ ବଜେଟ୍‌ର ଟିକିନିକି ଖବର..

Posted by:-Satyendu Shekher Mishra

14:35 PM

'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'

Posted by:-Satyendu Shekher Mishra

14:05 PM

୨୦୧୪ରୁ ୨୦୨୩ ଭିତରେ ଲୋକଙ୍କ ପାଇଁ କଣ କରିଛି ମୋଦି ସରକାର..

Posted by:-Manoranjan Behera

14:04 PM

ଇଣ୍ଡିଆ- ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର ଭାରତ ପାଇଁ ଏକ ଗେମ୍ ଚେଞ୍ଜର୍

Posted by:-Manoranjan Behera

14:04 PM

ଦେଶର ଭବିଷ୍ୟତ ନିର୍ମାଣର ବଜେଟ- ମୋଦି

Posted by:-Manoranjan Behera

13:40 PM

'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'

Posted by:-Satyendu Shekher Mishra

13:40 PM

ଦେଶର ଭବିଷ୍ୟତ ନିର୍ମାଣର ବଜେଟ ପ୍ରସ୍ତୁତ ହୋଇଛି କହିଲେ ମୋଦି

Posted by:-Satyendu Shekher Mishra
  • ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା

    -ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି’

    -‘ଯୁବକ, ମହିଳା, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ’

    -‘୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ବଜେଟ’

    -‘ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ’

    -‘ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା’

    -‘ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାର ସମ୍ଭାବନା ଆଣିବ’

    BUDGET HIGHLIGHTS

13:35 PM

ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ

Posted by:-Satyendu Shekher Mishra

13:33 PM

ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

Posted by:-Satyendu Shekher Mishra

13:31 PM

ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍

Posted by:-Satyendu Shekher Mishra

13:24 PM

ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍

Posted by:-Satyendu Shekher Mishra

13:24 PM

‘ଦେଶରେ ୪ଟି ଜାତି ଅଛନ୍ତି । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା। ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି ।’

Posted by:-Satyendu Shekher Mishra

13:23 PM

୩ଟି ରେଳ କରିଡର୍ ଆରମ୍ଭ ହେବ

Posted by:-Satyendu Shekher Mishra

13:22 PM

ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ

Posted by:-Satyendu Shekher Mishra

13:22 PM

‘ସରକାର ସବୁ ଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି’

Posted by:-Satyendu Shekher Mishra

13:21 PM

ଲାକ୍ଷାଦ୍ୱୀପର ବିକାଶ ହେବ

Posted by:-Satyendu Shekher Mishra

13:21 PM

‘ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି’

Posted by:-Satyendu Shekher Mishra

13:19 PM

ଏଥର ବଜେଟ୍‌ରେ ମୋଟାମୋଟି କ’ଣ ରହିଛି..? ପଢ଼ନ୍ତୁ...

Posted by:-Satyendu Shekher Mishra

12:59 PM

ବଜେଟ୍‌ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି

Posted by:-Satyendu Shekher Mishra

12:58 PM

ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

Posted by:-Satyendu Shekher Mishra

12:57 PM

ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି

Posted by:-Satyendu Shekher Mishra

12:57 PM

ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର

Posted by:-Satyendu Shekher Mishra

12:45 PM

ବଜେଟ୍‌ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି

Posted by:-Satyendu Shekher Mishra

12:03 PM

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ

Posted by:-Satyendu Shekher Mishra
  • ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ

    -ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ

    -ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା

    -ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ

    -ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ

    -ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

    -ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ

    -୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ

    -କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା

11:55 AM

ଉଡାନ୍‌ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍‌ ହେବ

Posted by:-Satyendu Shekher Mishra
  • -୫୭୦ ନୂଆ ରୁଟ୍‌ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ

    -ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ

    -ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ

    -ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ

11:54 AM

ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted by:-Satyendu Shekher Mishra

11:53 AM

ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by:-Satyendu Shekher Mishra

11:46 AM

ବରିଷ୍ଠ ନାଗରିକଙ୍କ ପାଇଁ ସରକାର କିଛି କରନ୍ତୁ..

Posted by:-Satyendu Shekher Mishra

11:45 AM

ରୁଫ୍‌ ଟପ୍‌ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ

Posted by:-Satyendu Shekher Mishra
  • -୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍‌ସର ଟିକା ଦିଆଯିବ

    -ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ

    -ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ

    -୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ- ସୀତାରମଣ

    -୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି

    -ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି

    -ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’- ନିର୍ମଳା ସୀତାରମଣ

    -ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ

    -୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ

11:42 AM

ନୀର୍ମଳାଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted by:-Satyendu Shekher Mishra

11:33 AM

୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ

Posted by:-Satyendu Shekher Mishra
  • -ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି- ସୀତାରମଣ

    -୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ

    -୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ

11:28 AM

‘ଆମ ଦେଶର ଋଣ ଭାର ବଢି ବଢି ଯାଉଛି’

Posted by:-Satyendu Shekher Mishra

11:28 AM

ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ

Posted by:-Satyendu Shekher Mishra
  • -ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ

    -ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ

    -ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି

    -ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି

11:27 AM

ସଂସଦରେ କାମଚଳା ବଜେଟ୍ ଆଗତ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ

Posted by:-Satyendu Shekher Mishra

11:25 AM

ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ

Posted by:-Satyendu Shekher Mishra

11:24 AM

୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍‌ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ

Posted by:-Satyendu Shekher Mishra
  • ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍‌କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍‌ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ। 

11:18 AM

୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି

Posted by:-Satyendu Shekher Mishra

11:17 AM

ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି

Posted by:-Satyendu Shekher Mishra

11:15 AM

କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ।

Posted by:-Satyendu Shekher Mishra
  • ବଜେଟ୍‌ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍‌ରେ କ’ଣ ପଦକ୍ଷେପ ନେବେ ସରକାର।

     

11:12 AM

୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ

Posted by:-Satyendu Shekher Mishra

11:11 AM

ସଂସଦ ପରିସରରେ କ୍ୟାବିନେଟ୍‌ ବୈଠକ

Posted by:-Satyendu Shekher Mishra

11:09 AM

LIVE : ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ

Posted by:-Satyendu Shekher Mishra

11:08 AM

ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by:-Satyendu Shekher Mishra
  • -ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ

    -ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି

    -ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି

11:06 AM

ଅନ୍ତରୀଣ ବଜେଟ୍‌ରେ ସାଧାରଣ ଲୋକଙ୍କ ଆଶା ପୂରଣ କରିପାରନ୍ତି ସରକାର

Posted by:-Satyendu Shekher Mishra
  • ‘ଏହି ଅନ୍ତରୀଣ ବଜେଟ୍‌ରେ ସାଧାରଣ ଲୋକଙ୍କ ଯେଉଁ ଆଶା ରହିଛି ତାହାକୁ ସରକାର ପୂରଣ କରିପାରନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର ।’

     

11:03 AM

ସାଧାରଣ ବର୍ଗଙ୍କୁ ନିର୍ମଳା କ’ଣ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର

Posted by:-Satyendu Shekher Mishra
  • ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ କିଛି ସମୟ ପରେ ସଂସଦରେ କାମଚଳା ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ। ସାଧାରଣ ବର୍ଗଙ୍କୁ ନିର୍ମଳା କ’ଣ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।

     

11:01 AM

ଏହା କମଚଳା ବଜେଟ୍‌ କିନ୍ତୁ ଏହା ସନ୍ତୋଷଜନକ ହେବ ବୋଲି ବିଶେଷଜ୍ଞଙ୍କ ଅନୁମାନ

Posted by:-Satyendu Shekher Mishra
  • ଆଜି ସଂସଦରେ ଆଗତ ହେବ କାମଚଳା ବଜେଟ୍ । ଏହା ପୂର୍ବରୁ ସମସ୍ତଙ୍କ ନଜର ସାଧାରଣ ବର୍ଗଙ୍କୁ କ’ଣ ଦେବେ ଅର୍ଥମନ୍ତ୍ରୀ। ତେବେ ଯଦିଓ ଏହା କମଚଳା ବଜେଟ୍‌ କିନ୍ତୁ ଏହା ସନ୍ତୋଷଜନକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

     

10:43 AM

କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମିଳିଲା ମଞ୍ଜୁରୀ

Posted by:-Satyendu Shekher Mishra
  • -ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ

    -୧୧ଟାରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ

10:42 AM

ପ୍ରତିଥର ସାଧାରଣ ନିର୍ବାଚନର ଠିକ୍‌ ପୂର୍ବ ଆସିଥାଏ ଅନ୍ତରୀଣ ବଜେଟ୍ । ଏଥିରେ କୌଣସି ବଡ଼ ଯୋଜନା ଆରମ୍ଭ କରାଯାଏ ନାହିଁ।

Posted by:-Satyendu Shekher Mishra

10:41 AM

ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ

Posted by:-Satyendu Shekher Mishra

10:32 AM

‘ଗତବର୍ଷ ପରି ଚଳିତ ବଜେଟ୍‌ରେ ମଧ୍ୟ ଗ୍ରୀନ୍‌ ଏନେର୍ଜି, EV ଓ ସୋଲାର ପାୱାର କ୍ଷେତ୍ରରେ ଅଧିକ ଫୋକସ୍‌ ରହିବ’

Posted by:-Satyendu Shekher Mishra

10:19 AM

‘ବଜେଟ୍‌ରେ ସାଧାରଣ ନାଗରିକଙ୍କ ପାଇଁ କିଛି ଆକର୍ଷଣୀୟ କଥା କରୁନାହାନ୍ତି’

Posted by:-Satyendu Shekher Mishra

10:19 AM

‘ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କେନ୍ଦ୍ର ସରକାର ବହୁମୁଖୀ ଯୋଜନା ପ୍ରସ୍ତୁତ କରିଥିବେ’

Posted by:-Satyendu Shekher Mishra

10:18 AM

ସଂସଦରେ କ୍ୟାବିନେଟ୍ ବୈଠକ ଆରମ୍ଭ

Posted by:-Satyendu Shekher Mishra
  • ବଜେଟ୍ ଆଗତ ପୂର୍ବରୁ କ୍ୟାବିନେଟ୍ ବୈଠକ ।

    କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମିଳିବ ମଞ୍ଜୁରୀ ।

10:17 AM

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by:-Satyendu Shekher Mishra
  • ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ ଉପସ୍ଥାପନ ପୂର୍ବରୁ ପହଞ୍ଚିଲେ ସୀତାରମଣ ।

09:52 AM

ବଜେଟ୍‌ ଆଗତ ପୂର୍ବରୁ ବହି ଧରି ଅର୍ଥ ମନ୍ତ୍ରାଳୟରୁ ବାହାରିଲେ ଅର୍ଥମନ୍ତ୍ରୀ।

Posted by:-Satyendu Shekher Mishra

09:41 AM

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କାମଚଳା ବଜେଟ୍

Posted by:-Satyendu Shekher Mishra

09:39 AM

Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

Posted by:-Satyendu Shekher Mishra

09:27 AM

କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ

Posted by:-Satyendu Shekher Mishra

09:20 AM

Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

Posted by:-Satyendu Shekher Mishra

08:49 AM

ଆଜି ସଂସଦରେ ଆଗତ ହେବ ବଜେଟ

Posted by:-Santosh Kumar Sahoo

08:48 AM

କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ

Posted by:-Santosh Kumar Sahoo
  • ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠୁ ବଜେଟ ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କର ନଜର ରହିଛି । କିନ୍ତୁ ବଜେଟ ବିଷୟରେ ଏପରି କିଛି ରୋଚକ କଥା ଅଛି ଯାହା ଆପଣ ଜାଣି ନଥିବେ । ତେବେ ଏହି ରୋଚକ ତଥ୍ୟକୁ ସମସ୍ତେ ଜାଣିବା ଉଚିତ। ଅଧିକ ପଢ଼ନ୍ତୁ...

08:47 AM

Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

Posted by:-Santosh Kumar Sahoo
  • ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ କାର୍ଯ୍ୟକାଳ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ନିର୍ବାଚନ ଥିବାରୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଦୃଷ୍ଟିକୋଣ ଏହି ବଜେଟ୍‌ରେ ରଖାଯିବ। ତଥାପି, ଏହା ସତ୍ତ୍ୱେ ଜନସାଧାରଣ ଆଶା କରନ୍ତି ଯେ ବର୍ତ୍ତମାନ ସମୟରେ ଅନେକ କିଛି ଶସ୍ତା ହୋଇପାରେ। ଅନେକ କ୍ଷେତ୍ର ମଧ୍ୟ ସରକାରଙ୍କଠାରୁ ଟିକସ ଛାଡ ଦାବି କରିଛନ୍ତି, ଯାହା ସାଧାରଣ ଜନତାଙ୍କୁ ମଧ୍ୟ ଆରାମ ପ୍ରଦାନ କରିପାରେ। ଅଧିକ ପଢ଼ନ୍ତୁ...

08:46 AM

ବଜେଟ ୨୦୨୪: ସବୁ ବର୍ଗଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ଼ ଘୋଷଣା

Posted by:-Santosh Kumar Sahoo
  • ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ଅଧିକ ପଢ଼ନ୍ତୁ...