Advertisment

Interim Budget 2024 LIVE Updates: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍‌-୨୦୨୪। ଆସନ୍ତା

ଅଦ୍ୟତନ ହୋଇଛି
Interim Budget 2024 LIVE Updates

Interim Budget

Advertisment

ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍‌-୨୦୨୪। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରର ଏହା ହେବ ଶେଷ ବଜେଟ୍ । ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ ଅଥମନ୍ତ୍ରୀ ନିର୍ମଳା ସୀତାରମଣ। କାହାକୁ ସେ କ’ଣ ଦେବେ, ତା’ ଉପରେ ରହିଛି ସାରା ଦେଶର ନଜର । ବଜେଟର ଟିକିନିକି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • Feb 01, 2024 16:16 IST

    ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ..୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା

  • Feb 01, 2024 16:16 IST

    ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପ ଏବଂ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ

  • Feb 01, 2024 15:43 IST

    ଅନ୍ତରୀଣ ବଜେଟରେ ୨ଟି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି.. ଏନେଇ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଶୁଣନ୍ତୁ...

  • Feb 01, 2024 15:42 IST

    'ଯେପର୍ଯ୍ୟନ୍ତ ତୁଳନା ହୋଇନି ସଫଳତାକୁ ମାପି ହେବନି'

  • Feb 01, 2024 15:24 IST

    ୧୦ଟି ପଏଣ୍ଟରେ କେନ୍ଦ୍ର ବଜେଟ୍ ।

    Image

  • Feb 01, 2024 15:03 IST

    ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ

  • Feb 01, 2024 14:53 IST

    ଅନ୍ତରୀଣ ବଜେଟ୍ କିନ୍ତୁ ଏହା ଅତୀତ ଓ ଭବିଷ୍ୟତ ଲାଗି ଏକ ମଜବୁତ ରାସ୍ତା ଦେଖାଉଛି

  • Feb 01, 2024 14:51 IST

    '୨୦୪୭ ସୁଦ୍ଧା ବିକଶିତ ଭାରତ ମୋଦି ସରକାରର ମୂଳ ଲକ୍ଷ୍ୟ..'

  • Feb 01, 2024 14:36 IST

    ‘ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନ୍ତରୀଣ ବଜେଟକୁ ନେଇ କଣ କହିଲେ ବିରୋଧୀ ?

  • Feb 01, 2024 14:35 IST

    ବଜେଟ୍‌ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍‌..ଜାଣନ୍ତୁ ବଜେଟ୍‌ର ଟିକିନିକି ଖବର..

  • Feb 01, 2024 14:35 IST

    'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'

  • Feb 01, 2024 14:05 IST

    ୨୦୧୪ରୁ ୨୦୨୩ ଭିତରେ ଲୋକଙ୍କ ପାଇଁ କଣ କରିଛି ମୋଦି ସରକାର..

  • Feb 01, 2024 14:04 IST

    ଇଣ୍ଡିଆ- ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର ଭାରତ ପାଇଁ ଏକ ଗେମ୍ ଚେଞ୍ଜର୍

  • Feb 01, 2024 14:04 IST

    ଦେଶର ଭବିଷ୍ୟତ ନିର୍ମାଣର ବଜେଟ- ମୋଦି

  • Feb 01, 2024 13:40 IST

    'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'

  • Feb 01, 2024 13:40 IST

    ଦେଶର ଭବିଷ୍ୟତ ନିର୍ମାଣର ବଜେଟ ପ୍ରସ୍ତୁତ ହୋଇଛି କହିଲେ ମୋଦି

    ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା

    -ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି’

    -‘ଯୁବକ, ମହିଳା, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ’

    -‘୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ବଜେଟ’

    -‘ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ’

    -‘ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା’

    -‘ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାର ସମ୍ଭାବନା ଆଣିବ’

    BUDGET HIGHLIGHTSBUDGET HIGHLIGHTS

  • Feb 01, 2024 13:35 IST

    ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ

  • Feb 01, 2024 13:33 IST

    ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

  • Feb 01, 2024 13:31 IST

    ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍

  • Feb 01, 2024 13:24 IST

    ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍

  • Feb 01, 2024 13:24 IST

    ‘ଦେଶରେ ୪ଟି ଜାତି ଅଛନ୍ତି । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା। ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି ।’

  • Feb 01, 2024 13:23 IST

    ୩ଟି ରେଳ କରିଡର୍ ଆରମ୍ଭ ହେବ

  • Feb 01, 2024 13:22 IST

    ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ

  • Feb 01, 2024 13:22 IST

    ‘ସରକାର ସବୁ ଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି’

  • Feb 01, 2024 13:21 IST

    ଲାକ୍ଷାଦ୍ୱୀପର ବିକାଶ ହେବ

  • Feb 01, 2024 13:21 IST

    ‘ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି’

  • Feb 01, 2024 13:19 IST

    ଏଥର ବଜେଟ୍‌ରେ ମୋଟାମୋଟି କ’ଣ ରହିଛି..? ପଢ଼ନ୍ତୁ...

    Image

  • Feb 01, 2024 12:59 IST

    ବଜେଟ୍‌ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି

  • Feb 01, 2024 12:58 IST

    ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

  • Feb 01, 2024 12:57 IST

    ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି

  • Feb 01, 2024 12:57 IST

    ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର

  • Feb 01, 2024 12:45 IST

    ବଜେଟ୍‌ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି

  • Feb 01, 2024 12:03 IST

    ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ

    ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ

    -ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ

    -ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା

    -ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ

    -ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ

    -ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

    -ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ

    -୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ

    -କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା

    Image

  • Feb 01, 2024 11:55 IST

    ଉଡାନ୍‌ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍‌ ହେବ

    -୫୭୦ ନୂଆ ରୁଟ୍‌ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ

    -ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ

    -ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ

    -ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ

    Image

  • Feb 01, 2024 11:54 IST

    ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    Image

  • Feb 01, 2024 11:53 IST

    ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

    ImageImage

  • Feb 01, 2024 11:46 IST

    ବରିଷ୍ଠ ନାଗରିକଙ୍କ ପାଇଁ ସରକାର କିଛି କରନ୍ତୁ..

  • Feb 01, 2024 11:45 IST

    ରୁଫ୍‌ ଟପ୍‌ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ

    -୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍‌ସର ଟିକା ଦିଆଯିବ

    -ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ

    -ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ

    -୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ- ସୀତାରମଣ

    -୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି

    -ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି

    -ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’- ନିର୍ମଳା ସୀତାରମଣ

    -ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ

    -୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବImage

  • Feb 01, 2024 11:42 IST

    ନୀର୍ମଳାଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Feb 01, 2024 11:33 IST

    ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ

    -ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି- ସୀତାରମଣ

    -୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ

    -୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ

    Image

  • Feb 01, 2024 11:28 IST

    ‘ଆମ ଦେଶର ଋଣ ଭାର ବଢି ବଢି ଯାଉଛି’

  • Feb 01, 2024 11:28 IST

    ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ

    -ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ

    -ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ

    -ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି

    -ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି

    Image

  • Feb 01, 2024 11:27 IST

    ସଂସଦରେ କାମଚଳା ବଜେଟ୍ ଆଗତ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ

  • Feb 01, 2024 11:25 IST

    ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ

  • Feb 01, 2024 11:24 IST

    ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍‌ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ

    ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍‌କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍‌ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ। 

  • Feb 01, 2024 11:18 IST

    ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି

  • Feb 01, 2024 11:17 IST

    ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି

  • Feb 01, 2024 11:15 IST

    କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ।

    ବଜେଟ୍‌ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍‌ରେ କ’ଣ ପଦକ୍ଷେପ ନେବେ ସରକାର।

  • Feb 01, 2024 11:12 IST

    ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ

  • Feb 01, 2024 11:11 IST

    ସଂସଦ ପରିସରରେ କ୍ୟାବିନେଟ୍‌ ବୈଠକ

Interim Budget Budget 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ