Advertisment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’ | Suji Chakuli Recipe

ଭୁବନେଶ୍ୱର: ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ। Suji Chakuli Recipe Preparation Tips: ଆବଶ୍ୟକ ସାମଗ୍ରୀ: ସୁଜି, ଆଳୁ, ପିଆଜ, ରିଫାଇନ୍‌ ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ […]

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’ | Suji Chakuli Recipe

Suji Chakuli Recipe odia

Advertisment

ଭୁବନେଶ୍ୱର: ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

Advertisment

Suji Chakuli Recipe Preparation Tips:

ଆବଶ୍ୟକ ସାମଗ୍ରୀସୁଜି, ଆଳୁ, ପିଆଜ, ରିଫାଇନ୍‌ ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଗୋଳାନ୍ତୁ।

ଏବେ ଗ୍ୟାସ୍‌ରେ ଏକ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ସେଥିରେ ରିଫାଇନ୍‌ ତେଲ ଭଲ କରି ଲଗାଇ ଦିଅନ୍ତୁ। ତାୱାରେ ତେଲ ଭଲ କରି ଗରମ ହେଲା

Advertisment

ପରେ ଗୋଳା ହୋଇ ରହିଥିବା ସୁଜିକୁ ପକାଇ ହାତରେ ଥାପି ଦେଇ ଏହାର ଚାରି ପାଖରେ ତେଲ ବୁଲେଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।

ଆହୁରି ପଢ଼ନ୍ତୁ:How to make Masroom Tawa Fry Recipe in Odia

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ