Advertisment
ଚୀନ ଓ ଦକ୍ଷିଣପୂର୍ବ ଏସିଆରେ ସୁପର ଟାଇଫୁନ ‘ରାଗାସା’ ରଚିଛି ଧ୍ବଂସଲୀଳା। ପ୍ରକୃତିର ତାଣ୍ଡବରେ ଛିନଛତ୍ର ହୋଇଯାଇଛି ତାଇୱାନ, ଫିଲିପାଇନ୍ସ, ହଂକଂ ଏବଂ ଚୀନର ଦକ୍ଷିଣ ଭାଗ। ମହାବାତ୍ୟା ପରେ ଫିଲିପାଇନ୍ସ, ହଂକଂରେ ଭୟଙ୍କର ବନ୍ୟା ଦେଖାଦେଇଛି ।