PM Modi Photograph: (OTV)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଅହମ୍ମଦାବାଦରେ ଇଣ୍ଟରନ୍ୟାସନାଲ କାଇଟ୍ ଫେଷ୍ଟିଭାଲର ଉଦଘାଟନ କରିଛନ୍ତି। ସାବରମତୀ ନଦୀ କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଉଭୟେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
୭୫ ବର୍ଷର କୂଟନୈତିକ ସମ୍ପର୍କ
ପରେ ଦୁଇ ନେତା ମିଶି ଏକ ସୁନ୍ଦର ହନୁମାନଙ୍କ ଚିତ୍ର ଥିବା ଗୁଡ଼ି ଉଡ଼ାଇଥିଲେ। ଏହା ମକର ସଂକ୍ରାନ୍ତି ପୂର୍ବରୁ ହେଉଥିବା ଏହା ଏକ ବଡ଼ ସାଂସ୍କୃତିକ ଉତ୍ସବ ଯାହା ଭାରତ ଓ ଜର୍ମାନୀ ମଧ୍ୟରେ ୭୫ ବର୍ଷର କୂଟନୈତିକ ସମ୍ପର୍କ ଓ ୨୫ ବର୍ଷର ରଣନୈତିକ ଭାଗୀଦାରୀକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଛି। ଏହି କାର୍ଯ୍ୟକ୍ରମରେ ୫୦ଟି ଦେଶର ପ୍ରତିଯୋଗୀ ଯୋଗ ଦେଇଛନ୍ତି।
ଅହମ୍ମଦାବାଦରେ ଇଣ୍ଟରନ୍ୟାସନାଲ କାଇଟ୍ ଫେଷ୍ଟିଭାଲର ଉଦଘାଟନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ଉପସ୍ଥିତ
ସାବରମତୀ ନଦୀ କୂଳରେ ଆୟୋଜିତ କାର୍ଯ୍ୟକ୍ରମ
ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଉଭୟେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ
ହନୁମାନଙ୍କ ଚିତ୍ର ଥିବା ଗୁଡ଼ି ଉଡ଼ାଇଥିଲେ ମୋଦି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/12/pm-modi-2026-01-12-18-49-41.jpg)