ଅଶାନ୍ତ ବାଂଲାଦେଶ, ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ Photograph: (OTV)
ଅଶାନ୍ତ ବାଂଲାଦେଶ। ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ହିନ୍ଦୁ ବ୍ୟବସାୟୀ ଶୁଶେନ ଚନ୍ଦ୍ର ସର୍କାର୍। ସେ ଏକ ରାଇସ୍ ଫ୍ୟାକ୍ଟ୍ରିର ମାଲିକ । ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ ପରେ ଶୁଶେନଙ୍କୁ ପୋଡ଼ିଦେଇଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ପୋଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି । କିଛିମାସ ହେଲା ବାଂଲାଦେଶ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି । ଜଣେ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରୁଛନ୍ତି ଦୁର୍ବୃତ୍ତ । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧୫ ଭିତରେ ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । ଏବେ ସଂଖ୍ୟା ୧୬କୁ ବଢିଛି ।
- ଅଶାନ୍ତ ବାଂଲାଦେଶ
- ବାଂଲାଦେଶରେ ଗଡ଼ୁଛି ହିନ୍ଦୁଙ୍କ ମୁଣ୍ଡ
- ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
- ମୃତକ ହିନ୍ଦୁ ବ୍ୟବସାୟୀ ଶୁଶେନ ଚନ୍ଦ୍ର ସର୍କାର୍
- ଶୁଶେନ ଏକ ରାଇସ୍ ଫ୍ୟାକ୍ଟ୍ରିର ମାଲିକ
- ମିମେନସିଂ ଜିଲ୍ଲାରେ ସଂଘବଦ୍ଧ ଆକ୍ରମଣ
- ଶୁଶେନଙ୍କୁ ପୋଡ଼ିଦେଇଥିଲେ ଦୁର୍ବୃତ୍ତ
- ଡିସେମ୍ବରରୁ ଏଯାଏଁ ୧୬ ହିନ୍ଦୁଙ୍କୁ ହତ୍ୟା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/bangladesh-tension-rises-2026-02-10-19-22-36.jpg)