Advertisment

ଜାଣନ୍ତି କି ଗହମ ଘାସ ରସର ଚତ୍ମକାରୀ ଗୁଣ

ଯେଉଁଠି ଡାକ୍ତରମାନେ ଚିକିତ୍ସା କରି ହାର ମାନିଯାଆନ୍ତି ସେଠି ଏହି ଗହମ ଘାସ ରସ ମହୌଷଧୀ ଭଳି କାମ ଦେଇଥାଏ। ଏହା ଆମ ଶରୀର ପାଇଁ ଏତେ ଫାଇଦା ଦେଇଥାଏ ଯେ ଏହାକୁ ଗ୍ରୀନ୍‌ ବ୍ଲଡ୍‌ ମଧ୍ୟ କୁହାଯାଏ। ତେଣୁ ଜାଣନ୍ତୁ ଏହି ଘାସ କିପରି ଘରେ ତିଆରି କରି ଲାଭ ଉଠାଇ ସୁସ୍ଥ ରହିପାରିବେ। ୧. ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍‌ ରୋଗ ପାଇଁ ଅମୃତ ଭଳି କାମ ଦିଏ। […]

ଜାଣନ୍ତି କି ଗହମ ଘାସ ରସର ଚତ୍ମକାରୀ ଗୁଣ
Advertisment

ଯେଉଁଠି ଡାକ୍ତରମାନେ ଚିକିତ୍ସା କରି ହାର ମାନିଯାଆନ୍ତି ସେଠି ଏହି ଗହମ ଘାସ ରସ ମହୌଷଧୀ ଭଳି କାମ ଦେଇଥାଏ। ଏହା ଆମ ଶରୀର ପାଇଁ ଏତେ ଫାଇଦା ଦେଇଥାଏ ଯେ ଏହାକୁ ଗ୍ରୀନ୍‌ ବ୍ଲଡ୍‌ ମଧ୍ୟ କୁହାଯାଏ। ତେଣୁ ଜାଣନ୍ତୁ ଏହି ଘାସ କିପରି ଘରେ ତିଆରି କରି ଲାଭ ଉଠାଇ ସୁସ୍ଥ ରହିପାରିବେ।

Advertisment

[caption id="attachment_25430" align="aligncenter" width="750"]publive-image image credit- httppeteswheatgrass.com[/caption]

୧. ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍‌ ରୋଗ ପାଇଁ ଅମୃତ ଭଳି କାମ ଦିଏ।

Advertisment

୨. ଏହାର ରସ ପ୍ରତିଦିନ ପିଇବା ଦ୍ୱାରା ରକ୍ତ ଜନିତ ରୋଗରୁ ମୁକ୍ତି ମିଳିଥାଏ।

୩. ଏହା ବହୁତ ଶୀଘ୍ର ରକ୍ତ ତିଆରି କରିଥାଏ।

୪.ଗହମ ପତ୍ରର ରସରେ ଭିଟାମିନ୍‌ B, Cଏବଂ E ପ୍ରଚୁର ମାତ୍ରାରେ ରହିଥାଏ। ତେଣୁ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଯେତେବେଳେ ନିରାଶ ହେଉଛନ୍ତି ସେତେବେଳେ ଏହି ପାନୀୟ ପିଅନ୍ତୁ।

[caption id="attachment_25431" align="aligncenter" width="750"]publive-image image credit-sagegarden[/caption]

Advertisment

୫. ଏହା କ୍ୟାନ୍ସର ପାଇଁ ଅନେକ ଉପକାରୀ ହୋଇଥାଏ। ଡାଇବେଟିସ୍‌ ରୋଗୀ ମଧ୍ୟ ଏହାକୁ ପ୍ରତିଦିନ ସେବନ କରିବା ଆବଶ୍ୟକ।

୬. ଏହା ହାର୍ଟ ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ବରଦାନ ଅଟେ।

୭. ଏହା ଶରୀରର ଟକ୍‌ସିନ୍‌କୁ ବାହାର କରିବା ସହ ମୋଟାପଣ କମାଇଥାଏ।

୮.ଖେଳାଳିମାନଙ୍କ ପାଇଁ ଏହା ବହୁତ ଉପକାରୀ ହୋଇଥାଏ। ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଏହା ଭଲ କରିଥାଏ।

[caption id="attachment_25432" align="aligncenter" width="750"]publive-image image credit-avocadoninja[/caption]

୯. ଶରୀରରେ ହେଉଥିବା ଦୁର୍ଗନ୍ଧକୁ ରୋକିବା ସହ ଏହି ପାନୀୟ ପିଇଲେ ବାର୍ଦ୍ଧକ୍ୟ ଜଲଦି ଆସେନାହିଁ।

୧୦. ଏହା କୋଷ୍ଠକାଠିନ୍ୟ, ଏସିଡିଟି,କାଶ, ବ୍ଲଡ୍‌ ପ୍ରେସର ଓ ଆଖିରୋଗ ହେବାକୁ ଦିଏନାହିଁ। ପ୍ରତିଦିନ ବ୍ୟାୟାମ କରୁଥିବା ଲୋକ ଯଦି ଗହମ ଘାସ ରସ ପିଏ, ସେ ସାରା ଜୀବନ ସୁସ୍ଥ ରହେ।

ପଢ଼ନ୍ତୁ କିପରି ଗହମରୁ ଘାସ ତିଆରି କରିବେ

[caption id="attachment_25433" align="aligncenter" width="750"]publive-image image credit-aconbury sprouts[/caption]

ପ୍ରଥମେ ଉତ୍ତମ ମାନର ଗହମ ନେଇ ୮ ଘଣ୍ଟା ଯାଏ ପାଣିରେ ଭିଜାଇ ରଖନ୍ତୁ। ଏହା ପରେ ଗହମକୁ ପାଣିରୁ ବାହାର କରି ପୁଣି ୮ ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ତା' ପରେ ଏହାକୁ ଆପଣ ମାଟି କୁଣ୍ଡରେ ଲଗାଇପାରିବେ। ଏକ ପ୍ଲାଷ୍ଟିକ୍‌ ଚଉଡ଼ା ପାତ୍ରରେ ମଧ୍ୟ ଏହାକୁ ବିନା ମାଟିରେ କରିପାରିବେ। ତା'ପରେ ଅଳ୍ପ ପାଣି ସିଞ୍ଚନ କରି ଛାଡ଼ି ଦିଅନ୍ତୁ। ସବୁ ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ଦେଖିବେ ୬, ୭ ଦିନ ମଧ୍ୟରେ ଘାସ ହେଇଯାଇଥିବ। ଏହି ଘାସ ୫ରୁ ୬ ଇଞ୍ଚ ହେଲେ କାଟି ଜୁସ୍‌ ତିଆରି କରି ପିଅନ୍ତୁ। ଏକା ବେଳେ ଅଧିକ ଜୁସ ପିଇବା ଅପେକ୍ଷା ପ୍ରତିଦିନ ଅଳ୍ପ ଅଳ୍ପ ପିଇବା ଅତ୍ୟନ୍ତ ଲାଭଦାୟକ

ବିନା ମାଟିରେ ଗହମ ଘାସ ......ଦେଖନ୍ତୁ ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ