Advertisment
ଆଜି ବିଜୟା ଦଶମୀରେ ବିଭିନ୍ନ ମଣ୍ଡପରେ ମାଆଙ୍କର ହେବ ଅପରାଜିତା ପୂଜା। ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ। ରାଉରକେଲା ଶକ୍ତିନଗର ପୂଜା ମଣ୍ଡପରେ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ତେବେ ଦଶହରାରେ ପୂଜା ପାଉଥିବା ଏ ଅପରାଜିତା କିଏ? କଣ ଏହି ଅପରାଜିତା ପୂଜାର ମାହାତ୍ମ୍ୟ, ଜାଣନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us